Browsing Tag

worship goddess for rain

ବର୍ଷା ପାଇଁ କନ୍ଦଳେଇ ଠାକୁରାଣୀଙ୍କୁ ପୂଜା କଲେ ଜଟଣୀ ବ୍ଲକର ବିଭିନ୍ନ ଗାଁର ଗ୍ରାମବାସୀ

ଖୋର୍ଦ୍ଧା: ବର୍ଷା ପାଇଁ କନ୍ଦଳେଇ ଠାକୁରାଣୀଙ୍କୁ ପୂଜା କରିଛନ୍ତି ଜଟଣୀ ବ୍ଲକ ପଳାସପୁର,ବିଞ୍ଝଗିରି ଓ ଆଖପାଖ ଗ୍ରାମର ଲୋକେ। ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଥିବା କନ୍ଦଳେଇ ଠାକୁରାଣୀଙ୍କ ନିକଟରେ ଗିରିଗୋବଦ୍ଦନ ପୂଜା କରିବା ସହ ସଂକିର୍ତ୍ତନ କରିଛନ୍ତି ଗ୍ରାମବାସୀ। ଆସି ଭାଦ୍ରବ ମାସ…