Browsing Tag

worship shani dev

ଶନିଙ୍କୁ ଦୁର୍ବଳ କରିଦିଏ ଏହି ସବୁ କାମ, ତୁରନ୍ତ ଛାଡ଼ି ଦିଅନ୍ତୁ ନଚେତ୍‌ ଜୀବନ ହୋଇଯିବ ବର୍ବାଦ

ଶନି ଦେବଙ୍କ ଅସନ୍ତୋଷ ବିଷୟରେ ସମସ୍ତେ ଜାଣନ୍ତି, କାହିଁକି ନା, ଜୀବନ ବର୍ବାଦ କରିବା ପାଇଁ ତାଙ୍କର ମନ୍ଦ ଦୃଷ୍ଟି ହିଁ ଯଥେଷ୍ଟ। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କ ଖରାପ ନଜରରୁ ବଞ୍ଚିବା ପାଇଁ ଅନେକ ଉପାୟ ଏବଂ ପ୍ରତିକାର ବିଷୟରେ କୁହାଯାଇଛି। ଏହା ବ୍ୟତୀତ ଯେଉଁ ଲୋକଙ୍କ…

ଶନି ପୂଜା: ଶନିଦେବଙ୍କ ଆଖିକୁ କଦାପି ଚାହିଁ ପୂଜା କରନ୍ତୁ ନାହିଁ! ସଙ୍ଗେ ସଙ୍ଗେ ପଡ଼ିବ କୋପଦୃଷ୍ଟି; ପୂଜାର ସଠିକ୍‌…

ନ୍ୟାୟ ଓ କର୍ମର ଦେବତା ହେଉଛନ୍ତି ଶନି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବ ଶୁଭ ଦୃଷ୍ଟି ପକାନ୍ତି, ତ ତାଙ୍କୁ ଜୀବନର ସବୁ ସୁଖ, ସୁବିଧା ପ୍ରଦାନ କରି ଥାଆନ୍ତି। ଆଉ କୋପ ଦୃଷ୍ଟି ପକାଇଲେ, ବ୍ୟକ୍ତିକୁ ରାସ୍ତା ଉପରକୁ ନେଇ ଆସନ୍ତି। ବ୍ୟକ୍ତିର ସମସ୍ୟା ସହଜରେ ଦୂର ହୋଇ ନ ଥାଏ। ଜ୍ୟୋତିଷ…

ନିଜ ରାଶିରେ ବକ୍ରି ହେବେ ଶନି: କିଛି ରାଶି ପାଇଁ ଶୁଭ ଓ କିଛି ପାଇଁ ଅଶୁଭ, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଅନୁସାରେ ଶନିଦେବଙ୍କ ଚଳନ ମଣିଷ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ନିକଟରେ ୨୯ ଏପ୍ରିଲରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ଏବେ ଶନି ଖୁବଶୀଘ୍ର ଏହି ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ଶନିଙ୍କ ବକ୍ରି ଚଳନ ସବୁ ରାଶିକୁ ପ୍ରଭାବିତ କରିବ। କାହା ଉପରେ ଏହାର ଶୁଭ ପ୍ରଭାବ…

ପିତା ସୂର୍ଯ୍ୟଦେବଙ୍କ ସହ ଶନିଦେବଙ୍କ ସମ୍ପର୍କ ଖରାପ ହେବା ପଛରେ ରହିଛି ଏହି ବିଶେଷ କାରଣ, ଜାଣନ୍ତୁ

ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହିଦିନ ଉଭୟ ସୂର୍ଯ୍ୟଦେବ ଓ ଶନିଦେବଙ୍କ ପୂଜା କରାଯାଏ । ଜ୍ୟୋତିଷ ଶାସ୍ତ୍ର ମୁତାବିକ ଗତ କାଲି ମକର ସଂକ୍ରାନ୍ତିରେ ଦୀର୍ଘ ୨୯ ବର୍ଷ ପରେ ସୂର୍ଯ୍ୟ ଦେବଙ୍କ ସହ ପୁତ୍ର ଶନିଦେବଙ୍କ…

ଶନିଦେବଙ୍କ ଶିଳାକୁ ସ୍ପର୍ଶ କଲେ ଜୀବନରେ ମିଳିଥାଏ ଅନେକ ଦୁଃଖ, ନାରୀ ମାନେ ଛୁଇଁବା ଅନୁଚିତ

।।ନୀଲାଂଜନ ସମାଭାସଂ ରବିପୁତ୍ରଂ ଯମାଗ୍ରଜଂ ଛାୟାମାର୍ତ୍ତଣ୍ଡ ସମ୍ଭତଂ ତଂ ନମାମି ଶନୈଶ୍ଚରଂ।। ଗ୍ରହମାନଙ୍କ ମଧ୍ୟରେ ନ୍ୟାୟର ଦେବତା ହେଉଛନ୍ତି ଶନିଦେବ। ପ୍ରାୟ ଲୋକେ ଶନି ଦେବଙ୍କୁ ଭୟ କରିଥାନ୍ତି । ଏମିତିରେ ଲୋକଙ୍କ ଧାରଣା ରହିଛି ଯେ, ଶନିଦେବ ଶୀଘ୍ର କ୍ରୋଧିତ ହୋଇଯାନ୍ତି। ତେଣୁ…

ରେଡ୍ ଜୋନରେ ଯାଜପୁର: ତଥାପି ଲକଡାଉନ୍ କଟକଣା ନମାନି ଶନି ଦେବଙ୍କ ମନ୍ଦିରରେ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା

ଯାଜପୁର: ଯାଜପୁରରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଏହି ପରିପେକ୍ଷୀ ଅପରପଟେ ସେଠାରେ ଲକଡାଉନ୍ କଟକଣାକୁ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ଆଜି ଶନିବାର ଥିବାରୁ ଚାଲିଛି ଶନି ଦେବଙ୍କ ମନ୍ଦିରରେ ଜଳାଭିଷେକ ଓ ପୂଜାର୍ଚ୍ଚନା । ଏକାଠି ହୋଇଛନ୍ତି ବୋହୁ ଲୋକ। ଏଭଳି…