ଅନ୍ତିମ ପଙ୍ଘାଲ ଏବଂ ଟିମ୍କୁ ପ୍ୟାରିସ ଛାଡିବାକୁ ନିର୍ଦ୍ଦେଶ, ନିୟମ ଭାଙ୍ଗିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଲା…
ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲଙ୍କ ପ୍ୟାରିସ ଅଲିମ୍ପିକ୍ସ ଗ୍ରାମର ମାନ୍ୟତା ରଦ୍ଦ କରିଦିଆଯାଇଛି । ଏଥିସହିତ ଅନ୍ତିମ ଏବଂ ତାଙ୍କ ଟିମ୍କୁ ପ୍ୟାରିସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିଜ ଭଉଣୀଙ୍କ ତ୍ରୁଟି କାରଣରୁ ଅନ୍ତିମଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…