ଭାଇରାଲ ହେଉଛି ଅର୍ସଦ ଓ୍ଵାର୍ସିଙ୍କ ନୂଆ ଲୁକ୍, ରେସଲର ଜନ୍ ସିନା ବି ସେୟାର କଲେ ଫଟୋ
ନିଜ ଫିଟ୍ନେସ୍ ଯୋଗୁ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତା ଅର୍ସଦ ଓ୍ଵାର୍ସି। ମୁନ୍ନା ଭାଇ ଏମ୍ବିବିଏସ୍ର ସର୍କିଟ୍ଙ୍କ ଲୁକ୍ ଏବେ ସମସ୍ତଙ୍କୁ ମତୁଆଲା କରିଛି। ଅର୍ସଦ ନିଜ ବଡିକୁ ନୂଆ ଲୁକ୍ ଦେଇ ଆହୁରି ଫିଟ୍ ହୋଇଯାଇଛନ୍ତି। ତାଙ୍କର ଏହି ଟ୍ରାନ୍ସଫର୍ମେସନକୁ ଫେମସ୍ ରେସଲର…