ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁରକ୍ଷା ଢ଼ିଲା! ଛାତରୁ ଖସିଲା ସ୍ପିକର, ମ୍ୟାଚ୍ ରୋକି ଷ୍ଟାଡିୟମ୍ କରାଗଲା ଖାଲି
ବର୍ମିଂହମ୍ରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁକ୍ରବାର ୮ମ ଦିନରେ ଟୁର୍ନାମେଣ୍ଟର ଆୟୋଜକମାନଙ୍କୁ ଲୋକଲଜ୍ଜା ହେବାକୁ ପଡ଼ିଛି। ଏଠାରେ କୁସ୍ତି ମୁକାବିଲାର ପ୍ରଥମ ସେସନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର କିଛି ମିନିଟ୍ ପରେ ଛାତରୁ ସ୍ପିକର ଖସି ପଡ଼ିଥିଲା। ଯାହାଫଳରେ…