Browsing Tag

WTC final

WTC ଫାଇନାଲ ପରେ ମୁହଁ ଖୋଲିଲେ ଅଶ୍ବିନ, କହିଲେ କାହିଁକି ଦଳରେ ମିଳିଲାନି ସ୍ଥାନ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ୍‌ରେ ହାରିବା ପରେ ଅନେକ ସମାଲୋଚନାର ଶିକାର ହୋଇଛି ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ହାରିବା ପରେ କାହିଁକି ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଫାଇନାଲ ଏକାଦଶରେ ସ୍ଥାନ ମିଳିଲା ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।  ଅଶ୍ବିନଙ୍କୁ…

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ୍‌ ଇଣ୍ଡିଆ ହାତ ଖାଲି, କଟିଲା ୧୦୦% ମ୍ୟାଚ୍‌ ଫି

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ହାତରୁ ଟାଇଟଲ ଯିବା ପରେ ଟିମ ଇଣ୍ଡିଆ ଉପରେ ଲାଗିଛି  ଜରିମାନା । ମ୍ୟାଚ ହାତରୁ ଯିବା ପରେ ସଂପୂର୍ଣ୍ଣ ଫି ମଧ୍ୟ ହାତରୁ ଯାଇଛି । ସ୍ଲୋ ଓଭର ରେଟ ଯୋଗୁଁ ଭାରତର ୧୦୦ ପ୍ରତିଶତ ମ୍ୟାଚ ଫି କଟିବା ସହିତ ଶୁଭମନ…

WTC ୨୦୨୩ ଫାଇନାଲରେ ହାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ

WTC ୨୦୨୩ ଫାଇନାଲରେ ହାରିଲା ଭାରତ । ୨୦୯ ରନରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଶେଷ ଦିନରେ ଭାରତ ମାତ୍ର ୨୩୪ ରନ କରି ଅଲଆଉଟ୍‌ ହୋଇଥିଲା । ଫଳରେ କଙ୍ଗାରୁ ଟିମ ଦ୍ୱିତୀୟ ଥର ପାଇଁ…

ଶୁବମନ ଗିଲଙ୍କ କ୍ୟାଚ୍‌କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା, ବଲ୍‌ ତଳେ ବାଜିଛି, ଅମ୍ପାୟର କେମିତି ଆଉଟ୍‌ ଦେଲେ

ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ WTC ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଚତୁର୍ଥ ଦିନରେ ଟିମ୍‌ ଇଣ୍ଡିଆ ୪୪୪ ରନକୁ ପିଛା କରି ୩ ୱିକେଟ ହରାଇ ୧୬୪ ରନ୍‌ କରିଥିଲା । ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଶୁବମନ ଗିଲ୍‌ଙ୍କ ୱିକେଟ ହରାଇଛି ଭାରତ । ହେଲେ ଶୁବମନ ଗିଲଙ୍କ ଆଉଟକୁ ଫ୍ୟାନ୍ସ ସହଜରେ ଗ୍ରହଣ…

WTC ଫାଇନାଲ : ବିରାଟ, ରାହାଣେ ଏବଂ ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର, ପୂର୍ବରୁ ୪୦୦ ରନର ଟାର୍ଗେଟକୁ ପୂରଣ କରିଛି…

WTC ଫାଇନାଲର ଆଜି ଶେଷ ଦିନ । ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଛି । ଚତୁର୍ଥ ଦିନରେ ଭାରତ ୩ ୱିକେଟ ହରାଇ ୧୬୪ ରନ୍‌ କରି । ଆଜି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ଭାରତକୁ ଜିତିବା ପାଇଁ ୨୮୦ ରନ୍‌ ଦରକାର ।  ଭାରତକୁ ଜିତିବାକୁ ହେଲେ ୱିକେଟ ହାତରେ ରଖି ଖେଳିବାକୁ ହେବ ।…

ଭାରତ ଆଗରେ ୪୪୪ ରନ୍‌ର ବିଶାଳ ଲକ୍ଷ୍ୟ, ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ : ବିଶାଳ ଲକ୍ଷ୍ୟ ବଡ଼ ଚ୍ୟାଲେଞ୍ଜ । ଏଇଠି ଶକ୍ତି ପରୀକ୍ଷା ଭାରତୀୟ ବ୍ୟାଟରଙ୍କର । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ୪୪୪ ରନ୍‌ର ଟାର୍ଗେଟ୍‌ ରଖିଛି । ଆଉ ଲକ୍ଷ୍ୟର ପିଛା ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ଦ୍ୱିତୀୟ ଇନିଂସ୍‌ରେ ୭…

WTC ଫାଇନାଲ: ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ଆରମ୍ଭରୁ ଶୋଇପଡିଲେ ଲାବୁଶେନ, ୱାର୍ଣ୍ଣରଙ୍କ ୱିକେଟ ଯିବା ପରେ ଖୋଲିଲା…

WTC ଫାଇନାଲ ମ୍ୟାଚରେ ଟିମ୍ ବ୍ୟାଟିଂ କରିବା ସମୟରେ ଶୋଇପଡିଲେ ଅଷ୍ଟ୍ରେଲିଆ ଖେଳାଳି ମାର୍ନସ ଲାବୁଶେନ୍ । ଅଷ୍ଟ୍ରେଲିଆ ଟିମର ଦ୍ବିତୀୟ ଇନିଂସ ସମୟରେ ଶୋଇପଡିଥିଲେ ଲାବୁଶେନ । ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ପାଇଁ ବାଲକୋନୀରେ ଚେୟାରରେ ବସି ଖେଳ ଦେଖୁଥିବା ସମୟରେ ଶୋଇପଡିଥିଲେ…

WTC ଫାଇନାଲ : ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି ଚାଲିଯାଇଥିଲା ଅଷ୍ଟ୍ରେଲିଆ ଟିମ୍, ପୁଣି ଶେଷରେ…

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଚାଲିଛି । ଆଉ ଫାଇନାଲ ମ୍ୟାଚର ତୃତୀୟ ଦିନରେ ଏଭଳି କିଛି ଦେଖିବାକୁ ମିଳିଥିଲା, ଯାହା ବହୁତ କମ୍ ଦେଖିବାକୁ ମିଳିଥାଏ । ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି…

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ : ପଛ ବ୍ୟାଟରଙ୍କ ଯୋଗୁଁ ୨୯୬ ରନ୍‌ କରି ପାରିଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆ…

ଲଣ୍ଡନ : ଟିମ୍‌ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ୨୯୬ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଛି । ଫଳରେ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ୧୭୩ ରନ୍‌ରେ ଆଗୁଆ ରହିଛି । ପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଅଷ୍ଟ୍ରେଲିଆ ଚାପାନ ବିରତି ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ହରାଇ ୨୩ ରନ୍‌…

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ : ପ୍ରଥମ ପାଳିରେ ୪୬୯ ରନ୍‌ କରି ଅଲ୍‌ଆଉଟ୍‌ ହେଲା ଅଷ୍ଟ୍ରେଲିଆ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଦଳ ୪୬୯ ରନ୍‌ କରି ପ୍ରଥମ ଇନିଂସ୍‌ ଶେଷ କରିଛି । ୧୨୧.୩ ଓଭର ଖେଳି ସମସ୍ତ ଓ୍ଵିକେଟ୍‌ ବିନିମୟରେ ଭାରତ ବିପକ୍ଷରେ ଏହି ବିଶାଳ ସ୍କୋର କରିଛି କଙ୍ଗାରୁ ଦଳ । ଭାରତ ପକ୍ଷରୁ ଯୁବ ପେସ୍‌ ବୋଲର ମହମ୍ମଦ ସିରାଜ ୧୦୮ ରନ୍‌…

ବାଲେଶ୍ବର ଟ୍ରେନ ଟ୍ରାଜେଡି : WTC ଫାଇନାଲ ମ୍ୟାଚରେ ହାତରେ କଳା ବ୍ୟାଣ୍ଡ୍‌ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଓଭାଲରେ WTC ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦୁଇଟି ଯାକ ଟିମର ଖେଳାଳି ହାତରେ କଳାବ୍ୟାଣ୍ଡ୍‌ ବାନ୍ଧି ଖେଳୁଛନ୍ତି । ବାଲେଶ୍ବର ଟ୍ରେନ ଟ୍ରାଜେଡି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ହାତରେ ପଟି ବାନ୍ଧିଛନ୍ତି । ଲଣ୍ଡନର ଓଭାଲରେ…

WTC ଫାଇନାଲ : ପିଚ୍ ଫଟୋ ଦେଖି ଚିନ୍ତାରେ ଟିମ୍ ଇଣ୍ଡିଆ, କେମିତି ଖେଳିବ ମ୍ୟାଚ୍ !

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଆସନ୍ତାକାଲିରୁ ଖେଳାଯିବ । ଇଂଲଣ୍ଡର ଓଭାଲରେ ଏହି ମ୍ୟାଚ୍ ଖେଳାଯିବ । ଇଂଲଣ୍ଡର ଓଭାଲ୍‌ରେ ଗ୍ରୀନ୍‌ ପିଚ୍‌ ଅପେକ୍ଷା କରିଛି ଟିମ୍‌ ଇଣ୍ଡିଆକୁ । ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଟିମ୍ ପାଇଁ ଖରାପ ଖବର । ଫାଇନାଲ…