ମଣିଷ ତିଆରି କରିଥିଲା କୋଭିଡ୍ ଭାଇରସ୍! ବୁହାନ ଲ୍ୟାବର ପୂର୍ବତନ ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
କରୋନା ମହାମାରୀ ବିସ୍ତାର କରିଥିବା କୋଭିଡ୍-୧୯ ଭାଇରସ୍କୁ ନେଇ ପ୍ରଥମରୁ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ସତ ପ୍ରମାଣିତ ହେଉଛି। ଚୀନର ବୁହାନ ଲ୍ୟାବରେ କାମ କରିଥିବା ଜଣେ ବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କୋଭିଡ୍-୧୯ ଭାଇରସ୍ ମାନବ ନିର୍ମିତ…