Browsing Tag

wwe

WWE ସୁପରଷ୍ଟାର ବ୍ରେ ଓ୍ଵାଏଟଙ୍କ ପରଲୋକ, ୩୬ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

WWE ରେ ବ୍ରେ ଓ୍ଵାଏଟ ବା ଦ ଫିଣ୍ଡ ନାମରେ ରେସିଲିଙ୍ଗ କରୁଥିବା ଓ୍ଵିଣ୍ଡହ୍ୟାମ ରୋଟୁଣ୍ଡାଙ୍କ ପରଲୋକ ହୋଇଯାଇଛି । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଓ୍ଵାଏଟ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ । କିନ୍ତୁ ଏହି ଘଟଣା ପୂର୍ବରୁ ପ୍ରକାଶ କରାଯାଇ ନଥିଲା ।…

WWE ଷ୍ଟାର ସାରା ଲିଙ୍କ ନିଧନ; ୩୦ ବର୍ଷ ବୟସରେ ଦୁନିଆ ଛାଡ଼ି ଚାଲିଗଲେ…ସୋସିଆଲ ମିଡିଆରେ ଜଣାଇଲେ ମା’

ଖେଳ ଜଗତ ପାଇଁ ଏକ ଦୁଃଖଦ ଖବର। ଓ୍ଵାର୍ଲ୍ଡ ରେସଲିଙ୍ଗ୍‌ ଏଣ୍ଟରଟେନମେଣ୍ଟ (WWE)ର ପୂର୍ବତନ ରେସଲର ସାରା ଲିଙ୍କ ନିଧନ ହୋଇଛି। ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସାରାଙ୍କ ନିଧନ ଖବର ତାଙ୍କ ମା’ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି, ଯାହାପରେ ତାଙ୍କ ଫ୍ୟାନମାନଙ୍କ ମହଲରେ ଶୋକର ଛାୟା ଖେଳି…

WWE Hell in a Cell ରେ ଏହି ରେସଲରଙ୍କର ଭାଙ୍ଗିଲା ବେକ, କିଏ ଷ୍ଟିଲ ଚେୟାରରେ ତ ଆଉ କିଏ ବୁଲେ ଷ୍ଟ୍ରେପ୍‌ ବାନ୍ଧି…

WWE Hell in a Cell ୨୦୨୨ ଇଭେଣ୍ଟ ଶେଷ ହୋଇଛି। WWE ର ଏହି ଇଭେଣ୍ଟ ବହୁତ ଖାସ୍‌ ଥିଲା। ଏହି ଇଭେଣ୍ଟରେ ଫ୍ୟାନ୍ସଙ୍କୁ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଛି। ସମସ୍ତ ସୁପରଷ୍ଟାର ଭଲ ପ୍ରଦର୍ଶନ କରିଛନ୍ତି। ଫ୍ୟାନ୍ସ ଖାସ୍‌ ଅନ୍ଦାଜରେ ନିଜର ପ୍ରିୟ ସୁପରଷ୍ଟାରଙ୍କୁ ଚିୟର ମଧ୍ୟ କରିଥିଲେ।…

କିଏ ଏହି ବୀର ମହାନ? ଯିଏ WWE ୟୁନିଭର୍ସକୁ ଏକଦମ୍‌ ଦୋହଲାଇ ଦେଇଛି

ଭାରତରେ wweର ବହୁତ କ୍ରେଜ୍‌ ରହିଛି। ଖାସ୍‌ କରି ଏହି କାରଣରୁ ଟିଭି ଠାରୁ ନେଇ ଡିଜିଟାଲ ପର୍ଯ୍ୟନ୍ତ ଏହାର ଭିଡିଓ ଟେଣ୍ଡରେ ରହୁଛି। ଭାରତରେ ଏହାର ପପୁଲାରିଟୀକୁ ଆହୁରି ଅଧିକ ବଢ଼ାଇବା ପାଇଁ wwe ଚେଷ୍ଟା ଜାରି ରଖିଛି, ଯେମିତି ମାର୍କେଟକୁ ଅଧିକ ବଢ଼ାଯାଇହେବ। ଏମିତି ସେତେବେଳେ ସମ୍ଭବ ହେବ…

ଚେୟାରମ୍ୟାନଙ୍କ ସହ ଅସଦାଚରଣ ପଡିଲା କି ଭାରୀ? WWE କୁ ଅଲବିଦା କହିପାରନ୍ତି ଏହି ସୁପରଷ୍ଟାର!

WWE ସୁପରଷ୍ଟାର Charlotte Flair ଙ୍କ ଉପରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଅକ୍ଟୋବରରେ Vince McMahon ସହ ବିବାଦ ପରେ ଚାର୍ଲୋଟ୍ WWE ରୁ ବିଦାୟ ନେଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ ନିକଟ ଅତୀତରେ ଚାର୍ଲୋଟ ଫ୍ଲେୟାର ଯେପରି ବ୍ୟବହାର କରିଛନ୍ତି,…

ଦ ଗ୍ରେଟ୍‌ ଖଲିଙ୍କ ମାଆ ଟାଣ୍ଡି ଦେବୀଙ୍କ ନିଧନ, ଏକାଧିକ ଅଙ୍ଗ ହୋଇଯାଇଥିଲା ଅକାମୀ

WWEର ଷ୍ଟାର ରେସଲର ଦ ଗ୍ରେଟ୍‌ ଖଲି ଓରଫ୍‌ ଦଲୀପ ସିଂଙ୍କ ମାଆ ଟାଣ୍ଡି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ନିଧନ ହୋଇଯାଇଛି। ସେ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ଦୀର୍ଘ ଦିନରୁ ତାଙ୍କର ଚିକିତ୍ସା ଚାଲିଥିଲା। ଖଲିଙ୍କ ମାଆ ହୃଦୟ ଏବଂ ଫୁସ୍‌ଫୁସଜନିତ ରୋଗରେ ପୀଡ଼ିତ ଥିଲେ।…

ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି WWE ଷ୍ଟାର ରକ୍, କହିଲେ ‘ଏହା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ’

WWE ରେ ରେସଲିଂ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରକ୍। କେବଳ ରେସଲିଂ ନୁହେଁ ଅନେକ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ହଲିଉଡ଼ ଅଭିନେତା ଡୱେନ ଜନସନ । ସେ କହିଛନ୍ତି ଯେ, ଯଦି ସେ କେବେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତାହେଲେ ଦେଶବାସୀଙ୍କ ସେବା କରିବା ତାଙ୍କ…

‘WWE’ର ୫ ଏମିତି ସୁପରଷ୍ଟାର୍ସ, ଯିଏ ରିଙ୍ଗରେ ଥିଲେ ଜଣେ ଆଉ ଜଣଙ୍କ ଶତ୍ରୁ, କିନ୍ତୁ ବିପଦରେ ସାଙ୍ଗ ହୋଇ…

ଆଜି ଆମେ ଆପଣଙ୍କୁ WWEର ୫ ଏମିତି ସୁପରଷ୍ଟାର ଯୋଡ଼ିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ରିଙ୍ଗରେ ଜଣେ ଜଣଙ୍କର ଶତ୍ରୁ ଥିଲେ, କିନ୍ତୁ ବାସ୍ତବରେ ବିପଦ ସମୟରେ ସାହାଯ୍ୟର ହାତ ବଢାଇଥିଲେ। ୧. ବ୍ରାକ ଲେସନର - ବିଗ ଶୋ: ୨୦୦୨ରେ ସମର ସ୍ଲେମରେ 'ଦ ରକ'କୁ ହରାଇବା ପରେ ବ୍ରାକ ଲେସନର…

ମହିଳା ରେସ୍‌ଲରଙ୍କୁ ବଳାତ୍କାର କରିବାକୁ ଚାହୁଁଥିଲେ ସେମୀ, ଅଡିଓ ଲିକ୍‌ ହେବା ପରେ AEW କଲା ନିଲମ୍ବିତ

ଡବ୍ଲ୍ୟୁଡବ୍ଲ୍ୟୁଇର ଚର୍ଚ୍ଚିତ ରେସ୍‌ଲର ସେମୀ ଗବେରା ଟ୍ଵିଟ୍‌ କରି ଆମେରିକାର ମହିଳା ରେସଲର ସାଶା ବ୍ୟାଙ୍କସ୍‌ଙ୍କୁ କ୍ଷମା ମାଗିଛନ୍ତି। ୨୦୧୬ ଜାନୁଆରୀରେ ଏକ ଇଣ୍ଟରଭ୍ୟୁ ବେଳେ ଦେଇଥିବା ଏକ ବିବାଦୀୟ ବୟାନ ପାଇଁ ସେ ଏବେ କ୍ଷମା ମାଗିଛନ୍ତି। ସେମୀ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ସାଶା…

ରେସଲମାନିଆ ୩୬: ଏଜିଙ୍କୁ ଜୀଅନ୍ତା କବର ଦେଇଦେଲେ ଅଣ୍ଡରଟେକର, ଭିଡିଓ ଦେଖିଲେ ଥରିଯିବ ଛାତି

କରୋନା ଭାଇରସର ଆତଙ୍କ ମଧ୍ୟରେ WWE ର ସବୁଠୁ ବଡ଼ ଇଭେଣ୍ଟ ରେସଲମାନିଆ ୩୬ ଆରମ୍ଭ ହୋଇଛି। କରୋନା ଯୋଗୁ ଏହି ମ୍ୟାଚକୁ ପୂର୍ବରୁ ହିଁ ସୁଟିଂ କରିଦିଆଯାଇଥିଲା। ପୂର୍ବରୁ ଏହି ମ୍ୟାଚ୍ ଫ୍ଲୋରିଡ଼ାସ୍ଥିତ ଟେମ୍ପାର ରେମଣ୍ଡ ଜେମ୍ସ ଷ୍ଟାଡିୟମରେ ହେବାକୁ ସ୍ଥିର ହୋଇଥିଲା ମାତ୍ର ପରେ ତାହା WWE…

ରେସଲମାନିଆ ୨୧ରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଚାହୁଁଛନ୍ତି ଦ ରକ୍‌

ରେସଲମାନିଆ ୨୧ରେ ଷ୍ଟିଙ୍ଗ୍‌ କରିବାକୁ ଚାହୁଁଛନ୍ତି ଦ ରକ୍‌। କେବଳ ସେ ନୁହେଁ ଆହୁରି ଅନେକ ଯୋଦ୍ଧା ଏହି ରେସଲିଂ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବାକୁ ଚାହୁଁଥିବା ଜଣାଯାଇଛି। ଟ୍ଵିଟରରେ ଡେଭ ମଲ୍ଟଜର ଟ୍ଵିଟ୍‌ କରି ଲେଖିଛନ୍ତି ଯେ ତିନିଜଣ ରେସଲରଙ୍କ ମଧ୍ୟରେ ରକ୍‌ ଚାହୁଁଛନ୍ତି…