Browsing Tag

xi jinping

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ, ସାମରିକସ୍ତରରେ କଥାବାର୍ତ୍ତା ପାଇଁ ଉଭୟ ଦେଶ ରାଜି

ନୂଆଦିଲ୍ଲୀ : ଦୁଇ ମହାଶକ୍ତିଙ୍କ ଭେଟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଆମେରିକାର ସାନ ଫ୍ରାନସିସ୍କୋରେ ଆଲୋଚନା କରିଛନ୍ତି ଦୁଇ ରାଷ୍ଟ୍ର ମୁଖ୍ୟ । ସାମରିକସ୍ତରରେ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ଉଭୟ ଦେଶ । ୨୦୨୨ରେ ଆମେରିକା…

ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ଦୁଇ ଭାରତୀୟ ଅଧିକାରୀଙ୍କ ସୂଚନା

ଭାରତ ଆସିବେ ନାହିଁ ସି ଜିନ୍‌ପିଙ୍ଗ୍‌। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି।…

ବଢ଼ିବ ତ୍ରିକୋଣୀୟ ଉତ୍ତେଜନା, ମସ୍କୋ ଯାଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ବଢ଼ିବ ତ୍ରିକୋଣୀୟ ଉତ୍ତେଜନା। ଚୀନ-ଆମେରିକା-ରୁଷ । ଆସନ୍ତା ସପ୍ତାହରେ ମସ୍କୋ ଯାଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ପୁଟିନଙ୍କୁ ଭେଟିବେ । ଆଲୋଚନାର ଫୋକସ ରହିବ ୟୁକ୍ରେନ ଯୁଦ୍ଧ । ଚୀନ କହିଛି ଶାନ୍ତିର ଦୂତ ହୋଇ ମସ୍କୋ ଯିବେ ଜିନପିଙ୍ଗ । ପାଶ୍ଚାତ୍ୟ ଆଖିରେ କିନ୍ତୁ ଏହା ମସ୍କୋକୁ…

ଜିନପିଙ୍ଗଙ୍କ ଘନିଷ୍ଠ ଲି କିଆଙ୍ଗ ହେଲେ ଚୀନର ନୂଆ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନିଜେ ଦେଇଥିଲେ ପ୍ରସ୍ତାବ

ଲି କିଆଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଦେଶ ଶାସନରେ ଏହି ସମୟରେ ବଡ଼ ସ୍ତରରେ ପରିବର୍ତ୍ତନ ହେଉଛି। ଏହାରି ଭିତରେ କିଆଙ୍ଗ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏହାପୂର୍ବରୁ ସେ ଝେଜିଆଙ୍ଗର…

ଆହୁରି ଅଧିକ ଶକ୍ତିଶାଳୀ ହେଲେ ସି ଜିନ୍‌ପିଙ୍ଗ, ରେକର୍ଡ ତୃତୀୟ ଥର ହେବାକୁ ଯାଉଛନ୍ତି ଚୀନ୍‌ର ରାଷ୍ଟ୍ରପତି

ସି ଜିନପିଙ୍ଗ ପୁଣିଥରେ ଚୀନର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଯଦିଓ ଏହା ପୂର୍ବରୁ ହିଁ ସ୍ଥିର ଥିଲା ଯେ ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଭାବରେ ଆଉ ଏକ କାର୍ଯ୍ୟକାଳ ମିଳିପାରେ। କାହିଁକି ନା, ତାଙ୍କ ବିରୋଧରେ କେହି ପ୍ରାର୍ଥୀ ନ ଥିଲେ। ସି ଜିନପିଙ୍ଗ ମାଓସ୍ତେ ତୁଙ୍ଗଙ୍କ ପରେ ଦେଶର…

ଡ୍ରାଗନଙ୍କ ନୂଆ ଚାଲ୍‌ : ଏଲଏସି ରେ ଯବାନଙ୍କ ସହ କଥା ହେଲେ ଜିନପିଙ୍ଗ୍‌ , ଯୁଦ୍ଧ ପ୍ରସ୍ତୁତିର କଲେ ତଦାରଖ

ନୂଆଦିଲ୍ଲୀ : ପୁଣି ଥରେ ଚୀନର ଚାଲବାଜି ସାମନାକୁ ଆସିଲା । ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ୍‌ ପୂର୍ବ ଲଦାଖ ଭାରତ-ଚୀନ ସୀମାରେ ଥିବା ସେନାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏଠାରେ ଯୁଦ୍ଧର ପ୍ରସ୍ତୁତି କିପରି ଅଛି ବୋଲି ଚୀନ ସେନାଙ୍କୁ ପଚାରି ବୁଝିଛନ୍ତି । ପିଏଲଏ ହେଡକ୍ୱାଟରରୁ ଯବାନଙ୍କ…

ଚୀନରେ ଉଠିଲା ସି ଜିନ୍‌ପିଙ୍ଗ୍‌ଙ୍କୁ ହଟାଇବାର ଦାବି; ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ପରେ କୋଭିଡ୍‌ ନିୟମ ବିରୋଧରେ…

ଚୀନର ଲୋକେ ସ୍ୱାଧୀନତା ଦାବି କରିଛନ୍ତି। ରବିବାର ସକାଳେ ସାଂଘାଇରେ ଚୀନ ନାଗରିକମାନଙ୍କର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଚୀନର ଅନେକ ସହରରୁ ଏଠାକୁ ଆସିଥିବା ଲୋକେ ସି ଜିନ୍‌ପିଙ୍ଗ୍‌ଙ୍କୁ ହଟାଅ, ଚୀନ କମ୍ୟୁନିଷ୍ଟ ପାର୍ଟି ହଟାଅ, ଆମକୁ ସ୍ୱାଧୀନତା ଦରକାର ଭଳି ନାରା ଲଗାଉଛନ୍ତି।…

ଚୀନରେ ଜିନପିଙ୍ଗଙ୍କ ନୂଆ ଅଧ୍ୟାୟ, ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ରହିଲେ ସି ଜିନପିଙ୍ଗ

ନୂଆଦିଲ୍ଲୀ : ଚୀନରେ ଆରମ୍ଭ ହୋଇଛି ଜିନ୍ପିଙ୍ଗଙ୍କ ନୂଆ ଅଧ୍ୟାୟ। ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ରହିଲେ ସି ଜିନପିଙ୍ଗ। ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନ୍ପିଙ୍ଗ। ଏକସପ୍ତାହ ବ୍ୟାପୀ ସିପିସିର…

ଦିନେ ଭୋକିଲା ପେଟରେ ଜମିରେ କରୁଥିଲେ ହାଡ଼ଭଙ୍ଗା ଖଟଣି, ଏବେ ଶକ୍ତିଶାଳୀ ଚୀନ୍‌ର ରାଷ୍ଟ୍ରପତି, ଜାଣନ୍ତୁ…

ଦୁନିଆରେ ବର୍ତ୍ତମାନ ଯେଉଁ ଦେଶ ସବୁଠୁ ଚର୍ଚ୍ଚାରେ ଅଛି, ତାହା ହେଉଛି ଚୀନ। ଚୀନରୁ ହିଁ କରୋନା ଭାଇରସ ଆରମ୍ଭ ହୋଇଥିଲା, ଯାହାକି ପାଖାପାଖି ୨ ବର୍ଷ ହେବ ସାରା ବିଶ୍ୱରେ ଧ୍ବଂସର ତାଣ୍ଡବ ଲୀଳା ରଚି ଚାଲିଛି। ଯଦି ଅନ୍ୟ କୌଣସି ଦେଶ ହୋଇଥାନ୍ତା, ତ ଏ ପର୍ଯ୍ୟନ୍ତ ଗଭୀର ଚାପରେ ଥାନ୍ତା,…

ସେନାକୁ ଆଦେଶ ଦେଲେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ : ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ବେଜିଂ :  କୌଣସି ବି ସମୟରେ ଯୁଦ୍ଧ ପାଇଁ ସଜାଗ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ । ଚୀନ୍‌ର ସଶସ୍ତ୍ର ବାହିନୀକୁ ବୃଦ୍ଧି କରିବା ଅବସରରେ ଜିନପିଙ୍ଗ ସେନାକୁ ଏଭଳି ଆଦେଶ ଦେଇଛନ୍ତି । ସିହ୍ନାହୁର ଏକ ରିପୋର୍ଟ ଅନୁଯାୟୀ, ସି ଜିନପିଙ୍ଗ କହିଛନ୍ତି ଯେ…

ସି ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ ଦେଶରେ ବିଦ୍ରୋହର ସ୍ୱର, ରସାତଳକୁ ଦେଶକୁ ନେଉଛନ୍ତି ବୋଲି ଅଭିଯୋଗ

ବେଜିଂ : ଚୀନ୍‌ ରାଷ୍ଟ୍ରପତିଙ୍କ ନୀତିକୁ ନେଇ ଦେଶରେ ବିଦ୍ରୋହର ସ୍ୱର ଉଠି ଚାଲିଛି । ରାଷ୍ଟ୍ରପତି ଦେଶକୁ ବରବାଦ ଆଡ଼କୁ ନେଉଛନ୍ତି ବୋଲି ଲୋକଙ୍କ ସ୍ୱର ଶାଣିତ ହେବାରେ ଲାଗିଛି । ସି ଜିନ୍‌ପିଙ୍ଗ୍‌ ମାଫିଆ ବସ୍‌ ହେବାକୁ ଚାହୁଁଛନ୍ତି ବୋଲି ସେଣ୍ଟ୍ରାଲ ପାର୍ଟି ସ୍କୁଲ୍‌ର ପ୍ରଫେସର ତଥା…

ଚୀନ୍ ରାଷ୍ଟ୍ରପତିଙ୍କ ପାଇଁ ସାଉଥ ଇଣ୍ଡିଆନ୍ ଥାଳି, ଜାଣନ୍ତୁ ଏଥିରେ କେଉଁ ବଞ୍ଜନ ଥିଲା ସାମିଲ୍

କେନ୍ୟୁଜ୍: ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ । ଗତକାଲି ନୈଶ ଭୋଜନରେ ଚୀନ୍ ରାଷ୍ଟ୍ରପତିଙ୍କୁ ଆପ୍ୟାୟିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ୟା ୭ଟାରେ ନୈଶ ଭୋଜି ଆରମ୍ଭ ହୋଇଥିଲା । ଚୀନ୍ ରାଷ୍ଟ୍ରପତିଙ୍କ ପାଇଁ ସାଉଥ ଇଣ୍ଡିଆନ୍ ଥାଳି…