ଲଞ୍ଚ ହେଲା Xiaomiର ଦୁଇଟି ଦମଦାର୍ ଫୋନ୍, ମିଳିବ ଜବରଦସ୍ତ ଫିଚର୍ସ
Xiaomi ଗ୍ଳୋବାଲି ଦୁଇଟି ଦମଦାର୍ ଫୋନ୍ ଲଞ୍ଚ କରିଛି । ଯାହା ସିଧାସଳଖ ଭାବେ iPhone 17 ସହିତ ପ୍ରତିଯୋଗିତା କରିବ । Xiaomiର ଏହି ଫ୍ଲାଗସିପ୍ ଫୋନ୍ ୫,୫୦୦mAh ବ୍ୟାଟେରୀ ଏବଂ ୫୦MP ଟ୍ରିପଲ୍ କ୍ୟାମେରା ଭଳି ଫିଚର୍ସ ସହ ଆସିଛି । Xiaomi 15T ଏବଂ Xiaomi 15T Pro MediaTek ର ଲାଟେଷ୍ଟ…