Browsing Tag

xiomi

ସାମ୍ନାକୁ ଆସିଲା Xiaomi 14 Ultraର ଡିଜାଇନ୍‌, ୟୁଜରଙ୍କୁ ପସନ୍ଦ ଆସିଲା ନୂଆ ଲୁକ୍‌

Xiaomi ଏକ ବଡ ଇଭେଣ୍ଟ କରିବାକୁ ଯାଉଛି, ଯେଉଁଥିରେ Xiaomi 14 Ultra ଲଞ୍ଚ ହେବ । ଏହି ଫୋନ ୨୨ ଫେବୃଆରୀରେ ଚୀନ୍‌ ରେ ଲଞ୍ଚ ହେବାକୁ ଯାଉଛି । ଏହା ପରେ ଅନ୍ୟ ଦେଶମାନଙ୍କରେ ଏହି ଫୋନ୍‌ ୨୫ ଫେବୃଆରୀରେ ଲଞ୍ଚ ହେବ । ଲଞ୍ଚ ପୂର୍ବରୁ Xiaomiର ଫାଉଣ୍ଡର ତଥା ସିଇଓ ଲେଇ ଜୁନ୍ ଫୋନ୍ କେଉଁ…

୮୬ ଇଞ୍ଚ୍‌ ମିନି LED ଟିଭିକୁ ଲଞ୍ଚ୍‌ କଲା Xiaomi, ଜାଣନ୍ତୁ କଣ ରହିଛି ଖାସ୍‌

ସାଓମି ନିଜର ମାଷ୍ଟର ସିରିଜ ସ୍ମାର୍ଟଟିଭିରେ ନୂଆ ସାଓମି ମାଷ୍ଟର ସିରିଜ୍‌ ୮୬ ଇଞ୍ଚ ମିନି ଏଲଇଡି ଟିଭିକୁ ଲଞ୍ଚ୍‌ କରିଛି । ଏହି ଟିଭିକୁ ବହୁତ ଭଲ ହାର୍ଡେଓ୍ଵୟାର ବେନିଫିଟ୍ସ ଭଳି କଲର ଗେମୋଟ, ହାର୍ଡ କଣ୍ଟ୍ରାଷ୍ଟ ଏବଂ ରିଫାଇନଡ ଡାଇନାମିକ ପାର୍ଟିସର୍ନିଙ୍ଗ ସହିତ ଲଞ୍ଚ୍‌ କରାଯାଇଛି ।…

Redmi Note 12 5G ଭାରିଆଣ୍ଟ ପରେ 4G, ଏପ୍ରିଲ ୬ରୁ ବଜାରରେ ମିଳିବ

କେନ୍ୟୁଜ୍‌(ବ୍ୟୁରୋ): ସାଓମି ପକ୍ଷରୁ Redmi Note 12 5G ଭାରିଆଣ୍ଟର ଲଞ୍ଚ ପରେ ଏବେ Redmi Note 12 4G ଭାରିଆଣ୍ଟର ଲଞ୍ଚ କରାଯାଇଛି । 5ଜି ଭାରିଆଣ୍ଟର ଦାମ୍‌ ୧୭ ହଜାର ୯୯୯ ରହିଥିବା ବେଳେ 4ଜି ଭାରିଆଣ୍ଟ କିନ୍ତୁ ଏହାଠୁ କମ ଦାମ୍‌ ଓ ବଜେଟ ସ୍ମାର୍ଟଫୋନ ହୋଇ ଆସିଛି । ଏହାର ଦାମ୍‌ ୧୫…

କଣ ଆପଣଙ୍କ Xiaomi ଫୋନ ଆପେ ଆପେ ହୋଇଯାଉଛି ରିଷ୍ଟାର୍ଟ ? ତେବେ ଜଲଦି ଠିକ ହେବ ଆପଣଙ୍କ ଏହି ସମସ୍ୟା

ଟେକ ବ୍ରାଣ୍ଡ xiomi ପକ୍ଷରୁ ଅଫର କରାଯାଇଥିବା Redmi ଏବଂ Mi ସ୍ମାର୍ଟଫୋନ୍ସ ସହ ଜଡିତ ଏକ ସମସ୍ୟା ୟୁଜର୍ସଙ୍କୁ ଚିନ୍ତାରେ ପକାଉଛି। ୟୁଜର୍ସଙ୍କ କହିବାକଥା ଯେ ତାଙ୍କ ସାଓମି ଫୋନ ଆପେ ଆପେ ରିବୁଟ ହେଉଛି। ଅନେକ ୟୁଜର୍ସଙ୍କ ପାଖରୁ ଏମିତି ଅଭିଯୋଗ ପାଇବା ପରେ କମ୍ପାନୀ ଏହାର ଫିକ୍ସ ଉପରେ…

ଲଞ୍ଚ ହେଲା Redmi Note 9 ସିରିଜ, ଜାଣନ୍ତୁ କ’ଣ ରହିଛି ଏହି ଫୋନର ମୂଲ୍ୟ

ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି, ତେବେ ବଜାରକୁ ଆସିଯାଇଛି ନୂଆ ଫୋନ। ସାଓମୀ ପକ୍ଷରୁ ନୂଆRedmi Note ସିରିଜ ଫୋନକୁ ଗ୍ଲୋବାଲ ମାର୍କେଟରେ ଲଞ୍‌ଚ କରିଛି। କମ୍ପାନୀ ପକ୍ଷରୁ ଏହି ସିରିଜରେRedmi Note 9 , Note 9 pro କୁ ଳଞ୍ଚ କରିଛି। କମ୍ପାନୀRedmi Note 9 pro ଫୋନର…

ସ୍ମାର୍ଟଫୋନ କମ୍ପାନୀ Xiaomi ବଜାରରେ ଲଞ୍ଚ କଲା A1 ଏବଂ A1 Pro ଇଲେକ୍ଟ୍ରିକ ମୋପେଡ

ବର୍ତ୍ତମାନ ବଜାରରେ ଇଲେକ୍ଟ୍ରିକ ବାହନର ଚାହିଦା ବଢ଼ିବାରେ ଲାଗିଛି। ଏହି କାରଣରୁ ପାଖାପାଖି ପ୍ରତ୍ୟେକ କମ୍ପାନୀ ଏଭଳି ଇଲେକ୍ଟ୍ରିକ ବାହନ ମାର୍କେଟରେ ଲଞ୍ଚ କରିବାରେ ଲାଗିଛନ୍ତି। ଏନେଇ ଏବେ ସ୍ମାର୍ଟଫୋନ କମ୍ପାନୀ Xiaomi ବଜାରରେ A1 ଏବଂ A1 Pro ଇଲେକ୍ଟ୍ରିକ ମୋପେଡ ଲଞ୍ଚ କରିଛି।…

ସାଓମୀ ଲଞ୍ଚ କଲା ଚାରିଟି କ୍ୟାମେରାଯୁକ୍ତ ସ୍ମାର୍ଟଫୋନ Mi 10 Lite 5G, ଜାଣନ୍ତୁ କ’ଣ ରହିଛି ଏହାର ମୂଲ୍ୟ

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ପକ୍ଷରୁ Mi 10 Lite 5G ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଏହାକୁ ୟୁରୋପରେ ଲଞ୍ଚ କରାଯାଇଛି। ଏହି ଫୋନରେ ଓ୍ଵାଟରଡ୍ରପ୍‌ ଷ୍ଟାଇଲ ନାଚ୍‌, ଅତ୍ୟାଧୁନିକ ପ୍ରୋସେର ଏବଂ ଚାରିଟି କ୍ୟାମେରାର ସପୋର୍ଟ ମିଳିବ। ଏହାଛଡା କମ୍ପାନୀ ଏହି ଫୋନରେ ଅନେକ ଫିଚର୍ସ…

Xiaomiର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେଲା ଆହୁରି ଶସ୍ତା, ଏବେ କେବଳ ୪,୨୯୯ ଟଙ୍କାରେ

ସାଓମି ଭାରତରେ ନିଜର ସ୍ମାର୍ଟଫୋନର ଦାମରେ ଲଗାତର ହ୍ରାସ କରୁଛି। ନିକଟରେ ସାଓମି ରେଡମି କେ୨୦ ପ୍ରୋ ଏବଂ ଏମଆଇ ଏ୩ ଦାମ କମ୍‌ କରିଛି। ସେହିପର ଏବେ ରେଡମି ଗୋ (Redmi Go)ର ଦାମ ମଧ୍ୟ କମ୍‌ କରିଦେଇଛି। ସାଓମି ରେଡମି ଗୋକୁ ଏବେ କେବଳ ୪,୪୯୯ ଟଙ୍କାରେ କିଣିପାରିବେ। ପୂର୍ବରୁ ଏହାର ଦାମ…

ଫଟୋ ଲିକ୍‌ ! ବହୁତ ସୁନ୍ଦର ଦେଖାଯାଉଛି ଲଞ୍ଚ ହେବାକୁ ଥିବା 5G ଫୋନ୍‌ Redmi K30,ସାମ୍ନାକୁ ଆସିଲା ଦାମ୍‌

ସାଓମି (xiaomi) ୧୦ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ Redmi K30 ଲଞ୍ଚ କରିବାକୁ ଯାଉଛି। ଏହି ଫୋନକୁ ଦେଇ ବହୁତ ଦିନ ଧରି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ରେଡମି K30ର ଫଟୋ ଏବଂ ଦାମ ଉଭୟ ସାମ୍ନାକୁ ଆସିଛି। ଚାଇନାର ଏକ ୱେବସାଇଟରେ ଏହି ଫୋନର ଫଟୋ ସେୟାର କରାଯାଇଛି। ଯେଉଁଥିରେ…

୫୫ ଇଞ୍ଚ Mi TV 4Xକୁ ସାଓମି କଲା ଭାରତରେ ଲଞ୍ଚ, ଗ୍ରାହକଙ୍କୁ ମିଳିବ ଦମଦାର ଫିଚର୍ସ

ଚାଇନା ଟେକ୍‌ କମ୍ପାନୀ ସାଓମି ନିଜର ଏମଆଇ ଟିଭି ୪ଏକ୍ସ ୨୦୨୦ ଏଡିସନକୁ ଭାରତରେ ଲଞ୍ଚ କରିଛି। ଏହି ଟିଭିରେ ଏମିତି ଅନେକ ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକର୍ଷିତ କରିପାରେ। ଏହି ଟିଭିର ଦାମ 34,999 ଟଙ୍କା ରଖାଯାଇଛି। ଗ୍ରାହକ ଏହି ଟିଭିକୁ ୨ ଡିସେମ୍ବର ଦ୍ୱିପହର ୧୨ଟା ଠାରୁ ଆମାଜନ,…

ଭାରତରେ ୧୦ କୋଟି ସ୍ମାର୍ଟଫୋନ୍‌ ବିକିଛି ଏହି ବିଦେଶୀ କମ୍ପାନୀ

ଭାରତୀୟଙ୍କର ଏବେ ପ୍ରଥମ ପସନ୍ଦ ପାଲଟିଛି ସାଓମି। କମ୍ପାନୀର ସୂଚନାନୁଯାୟୀ ଗତ ୫ ବର୍ଷ ମଧ୍ୟରେ ସାଓମି ୧୦ କୋଟି ସ୍ମାର୍ଟଫୋନ୍‌ ବିକ୍ରି କରିଛି। ଏ ଅବସରରେ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ଏବଂ ଗ୍ଲୋବ ଭିପି ମନୁ ଜୈନ୍‌ ୧୦ କୋଟି ସ୍ମାର୍ଟଫୋନ୍‌ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

ଭାରତରେ Xiaomiର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ମାତ୍ର ୫ ଟଙ୍କାରେ କିଣନ୍ତୁ ଏହି ସବୁ ପ୍ରଡକ୍ଟ

ଚୀନର ସ୍ମାର୍ଟଫୋନ ନିର୍ମାତା Xiaomiର ଭାରତରେ ପାଞ୍ଚ ବର୍ଷ ପୁରଣ ହୋଇଛି। ଏବଂ ଏହି ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଆନିଭର୍ସାରି ସେଲର ଆୟୋଜନ କରିଛି। ଏହି ସେଲରେ Xiaomi ବହୁତ ଗୁଡ଼ାଏ ନୂଆ ଅଫର ଦେଇଛି କିନ୍ତୁ ଏଥିରେ ମୁଖ୍ୟକଥା ଏହା ଯେ କମ୍ପାନୀର ପଞ୍ଚବାର୍ଷିକୀ…