ୟାମାହା ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏକ ନୂଆ ମୋଟର ସାଇକେଲ
ୟାମାହା ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏକ ନୂଆ ମୋଟର ସାଇକେଲ କିମ୍ବା ତା’ର ପ୍ରଚଳିତ ମୋଟର ସାଇକେଲକୁ ଏକ ନୂଆ ରୁପରେ ଲଞ୍ଚ କରିପାରେ ଆସନ୍ତା ସପ୍ତାହରେ । ଜାପାନର ମରକ୍ୟୁ କମ୍ପାନୀ ମଧ୍ୟ କିଛି ନୂଆ ଏବର୍ଷ ଲଞ୍ଚ କରିବାକୁ ଯାଉଛି, ଏହା ମଧ୍ୟରେ YZF-R7 ଭଳି ବଡ ବାଇକ ରହିଛି ।…