Browsing Tag

yamaha mt 03

ସାମ୍ନାକୁ ଆସିଲା ୟାମାହାର ନୂଆ MT 03 ବାଇକ୍‌ ଫଟୋ, ଯୁବପିଢ଼ିଙ୍କ ପାଇଁ ଏଥିରେ ରହିଛି ଖାସ୍‌ ଫିଚର

ୟାମାହା କମ୍ପାନୀର ନୂଆ ବାଇକ୍‌ MT 03 ଫଟୋ ସାମ୍ନାକୁ ଆସିଛି। କମ୍ପାନୀ ଏହି ନୂଆ ବାଇକ୍‌ରେ କିଛି କସ୍‌ମେଟିକ୍‌ ଏବଂ ଟେକ୍ନିକାଲ ପରିବର୍ତ୍ତନ କରିଛି। ପୂର୍ବରୁ ୟାମାହା ଭାରତରେ YZF-R3 ବାଇକ ଲଞ୍ଚ୍‌ କରିଥିଲା। ଏବେ ଏହି ନୂଆ ବାଇକ୍‌ ଲଞ୍ଚ୍‌ ହେବା ପରେ କମ୍ପାନୀର ୨୫୦-୪୦୦ସିସି…