Browsing Tag

yamraj

କେମିତି ଆରମ୍ଭ ହେଲା ଭାଇଦୂଜର ପର୍ବ, ଯମ ଦେବତାଙ୍କ ସହିତ କଣ ରହିଛି ଏହାର ସର୍ମ୍ପକ

ପୃଥିବୀରେ ଭାଇ ଭଉଣୀଙ୍କ ପ୍ରେମ ସବୁଠାରୁ ନିଆରା।ଏହି ନିଆରା ଭଲ ପାଇବା ଓ ଭାଇ ପ୍ରତି ଭଉଣୀର ଶ୍ରଦ୍ଧା ଓ ବିଶ୍ୱାସର ଏକ ପର୍ବ ହେଉଛି ଭାଇ ଦୂଜ। ଏହି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଦ୍ୱିତୀୟ ତିଥିରେ ପାଳନ କରାଯାଏ। ଭାଇଦୂଜ ପାଳନ କରିବାର ପ୍ରକୃତ କାରଣ ବିଷୟରେ ବୋଧ ହୁଏ…

ରେଳ ଧାରଣା ଉପରୁ ଟେକି ନେଉଛନ୍ତି ଯମରାଜା, ଜାଣନ୍ତୁ କ’ଣ ରହିଛି ଘଟଣା ପଛର ସତ୍ୟତା

ରେଳ ଧାରଣା ଉପରେ ଚାଲି ଚାଲି ଯିବା କୌଣସି ବିପଦ ଠାରୁ କମ୍ ନୁହେଁ । ବିଭିନ୍ନ ଚେତାବନୀ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ମଧ୍ୟ କିଛି ଲୋକେ ଏପରି ବିପଦପୂର୍ଣ୍ଣ କାର୍ଯ୍ୟ କରିଚାଲିଛନ୍ତି । ଏହାକୁ ରୋକିବା ପାଇଁ ମୁମ୍ବାଇର ପଶ୍ଚିମ ରେଲୱେ, ଆରପିଏଫ୍ ସହିତ ମିଶି ଏକ ଯମରାଜଙ୍କୁ…

ବଦଳାଇ ଦିଅନ୍ତୁ ଏହି ୧୦ ଅଭ୍ୟାସ, ନଚେତ କ୍ରୋଧିତ ହୋଇଯିବେ ଯମରାଜା

ଆମ ଦୈନ୍ୟନ୍ଦିନ କାର୍ଯ୍ୟରେ ଆମେ ଏମିତି କିଛି ଭୁଲ କରିଥାଉ, ଯାହା ଆମ ବୟସକୁ କମ୍ କରିଦେଇଥାଏ। ଯଦି ଆପଣ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତି ତେବେ ବୟସ ବଢ଼ିବା ସହିତ ଖୁସି ମଧ୍ୟ ରହିଥାନ୍ତି। ହିନ୍ଦୁ ଧର୍ମଶାସ୍ତ୍ରରେ ଏମିତି ଅନେକ କଥାର ଉଲ୍ଲେଖ ମିଳିଥାଏ ଯାହା ଆମ ବୟସକୁ ସହିତ ଜଡିତ ଅଛି। ଏହି…

ମୃତ୍ୟୁ ପୂର୍ବରୁ ଯମରାଜା ଦେଇଥାନ୍ତି ଏହି ୪ ସଂକେତ, ଜାଣନ୍ତୁ ଏହା କଣ ?

ଯାହାର ଜନ୍ମ ହେଇଛି ତାର ମୃତ୍ୟୁ ସୁନିଶ୍ଚିତ ଅଟେ। ଏହି ସତ୍ୟକୁ କେହି ବଦଳାଇ ପାରିବେ ନାହିଁ କିନ୍ତୁ କେବେ ଆମର ମୃତ୍ୟୁ ହେବ ଏହାର ସୂଚନା ଆମକୁ ପୂର୍ବରୁ ହିଁ ମିଳିଯାଇଥାଏ। କୁହାଯାଏ ଯେ ଯ ଯମଲୋକର ଦୂତ ମାନେ ସବୁ ମନୁଷ୍ୟଙ୍କୁ ତାଙ୍କର ମୃତ୍ୟୁ ପୂର୍ବରୁ ଯମରାଜାଙ୍କର ୪ଟି ସନ୍ଦେଶ…

କିଏ ଏହି ଯମରାଜା ଏବଂ କେମିତି ଚଳାଇଥାନ୍ତି ନିଜ ସାମ୍ରାଜ୍ଯ ? ଯମଲୋକ ବିଷୟରେ ଜାଣନ୍ତୁ କିଛି ମଜାଦାର କଥା

ପିତୃପକ୍ଷ ଆରମ୍ଭ ହୋଇସାରିଛି । ଯାହା ଚାଲିବ ୮ ଅକ୍ଟୋବର ଯାଏ ଚାଲିବ । ପିତୃପକ୍ଷରେ ପିତୃପୁରୁଷଙ୍କ ପୂଣ୍ଯତ୍ମା ୧୬ ଦିନ ଯାଏଁ ଧରିତ୍ରୀକୁ ଆସିଥାନ୍ତି । ତେବେ ପିତୃପୁରୁଷଙ୍କ ଆତ୍ମା ଯେଉଁସ୍ଥାନରେ ରହିଥାଏ ତାକୁ ପରଲୋକ ବା ମୃତ୍ୟୁ ଲୋକ କୁହାଯାଏ । ଏହି ମୃତ୍ୟୁଲୋକର ରାଜା ହେଉଛନ୍ତି…