ଜଙ୍ଗଲ ଗଲା ଯମୁନା, ଏବେ ଗତିିବିଧି ଉପରେ ନଜର
ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲରୁ ଗଲା ଯମୁନା । ୧୦ଦିନ ପରେ ଶିମିଳିପାଳ କୋର ଅଞ୍ଚଳକୁ ଛଡ଼ା ହେଲା ବାଘୁଣୀ ଯମୁନା । ଆଜି ଦିନ ୧୦ ଟା ରେ ଏନକ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି ବାଘୁଣୀ । ଗତ ୨୭ ତାରିଖରୁ ମହାରାଷ୍ଟ୍ରର ତଡ଼ବାରୁ ଆଣି ବାଘୁଣୀକୁ ଏନକ୍ଲୋଜରରେ ରଖିଥିଲା ଶିମିଳିପାଳ କର୍ତ୍ତୃପକ୍ଷ । ଏବେ…