Browsing Tag

Yash Raj Films

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ କୁଇନ୍‌ ସାମନ୍ଥା, ୟଶରାଜ୍‌ ବ୍ୟାନର ଅଫର କଲା ୩ଟି ବଡ଼ ପ୍ରୋଜେକ୍ଟ

ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ଏବେ ବି ହଲ୍‌ରେ ଧମାଲ ଜାରି ରଖିଛି। ଏହି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କର ଠାରୁ ବି ଭଲ ରେସପନ୍ସ ମିଳୁଛି। ଫିଲ୍ମରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଗୀତ ‘ଓ ଅନ୍ତାବା’ ଚର୍ଚ୍ଚାରେ ରହିଛି। ଦର୍ଶକଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ…

50 Years of YRF: ପୁରୁଣା ଫିଲ୍ମ ସହିତ ଦେଖାଯିବ ଆଗାମୀ ଫିଲ୍ମଗୁଡ଼ିକର ଝଲକ, ସ୍ପେଶାଲ ଶୋ’ ରିଲରେ ଦର୍ଶକଙ୍କୁ ମିଳିବ…

ପ୍ରଡକ୍ସନ କମ୍ପାନୀ ‘ୟଶ ରାଜ ଫିଲ୍ମସ(YRF)’ ତା’ର ୫୦ ବର୍ଷ ପୂରଣ ହେବା ମଉକାରେ ଏ ପର୍ଯ୍ୟନ୍ତ ରିଲିଜ୍‌ କରିଥିବା ଫିଲ୍ମଗୁଡ଼ିକର ସ୍ପେଶାଲ ଶୋ’ ରିଲ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଶୋ’ ରିଲରେ କମ୍ପାନୀ ନିଜର ଆଗାମୀ ଫିଲ୍ମଗୁଡ଼ିକ ବିଷୟରେ ଘୋଷଣା କରିବ, ଯେଉଁଥିରେ ସଲମାନ ଖାନ, କ୍ୟାଟ୍ରିନା…

ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ସଲମାନ, ଶାହାରୁଖ, ହ୍ରିତିକ, କ୍ୟାଟ୍ରିନା ଏବଂ ଦୀପିକା

ସଲମାନ ଖାନ, ଶାହାରୁଖ ଖାନ, ହ୍ରିତିକ ରୋଶନ, କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ଗୋଟିଏ ଫିଲ୍ମରେ ଅଭିନୟ କରିପାରିବେ କି ? ଅଧିକାଂଶ ଲୋକେ ଏହାକୁ ଥଟ୍ଟା ବୋଲି ଭାବିବେ ନଚେତ କହିବେ ଏହା ଅସମ୍ଭବ, କିନ୍ତୁ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର…

ମର୍ଦାନୀ ୨: ଏହି ଦିନ ରିଲିଜ୍ ହେବ ଫିଲ୍ମ, ୨୧ ବର୍ଷୀୟ ଭିଲେନଙ୍କ ସହ ରାନୀ ମୁଖାର୍ଜୀଙ୍କର ହେବ ସାମ୍ନାସାମ୍ନି

ଶିଶୁ ଚାଲାଣ ଉପରେ ତିଆରି ହୋଇଥିବା ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ୨୦୧୪ରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଖୁବ୍ କମାଇଥିଲା। ତେବେ ଫିଲ୍ମର ସଫଳତାକୁ ନଜରରେ ରଖି ଏହାର ସ୍ବୀକ୍ବେଲ ଏବେ ତିଆରି ହେଉଛି, ଯେଉଁଥିରେ ପୋଲିସ…