ଆସୁଛି ‘କେଜିଏଫ୍ ଚାପ୍ଟର-୩’, ୟଶ୍ ଦେଲେ ଇସାରା, କହିଲେ ଏଥର କିଛି ନୂଆ କରିବି
କନ୍ନଡ଼ ଫିଲ୍ମ ‘କେଜିଏଫ୍’ ସିରିଜ ଭାରତୀୟ ସିନେମା ଜଗତରେ ଏକ ଝଡ଼ ସୃଷ୍ଟି କରିଥିଲା। ଦେଶ ବିଦେଶ ସବୁ ଆଡ଼େ ଏହାର ଚର୍ଚ୍ଚା ହେଉଥିଲା । ୨୦୧୮ ରେ ଅସିଥିବା ‘କେଜିଏଫ୍’ ଦର୍ଶକଙ୍କ ଭିତରେ ଚହଳ ପକାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କଲେ। ଠିକ୍ ସେହି ପରି ୨୦୨୨ ରେ ଏହାର…