ରଣଜୀ ଟ୍ରଫିରେ ବି ଫେଲ୍ ମାରିଲେ ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ ବି ଫ୍ଲପ୍
ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ ରୋହିତ ଶର୍ମା ୧୦ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି । ମୁମ୍ବାଇ ଟିମ ପକ୍ଷରୁ ରୋହିତ ଖେଳୁଛନ୍ତି । ମୁମ୍ବାଇର ବିକେସି ମଇଦାନରେ ଜମ୍ମୁ କଶ୍ମୀର ବିପକ୍ଷରେ ଖେଳିବାକୁ ଓହ୍ଲାଇଥିଲେ ରୋହିତ ଶର୍ମା । ଏହି ମ୍ୟାଚରେ ସମସ୍ତଙ୍କ ନଜର ରୋହିତ…