Browsing Tag

ye hai mohabbatein

ସୁହାନୀ ଚୌଧୁରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ‘ୟେ ହେ ମୋହାବତେଁ’ର ଅଭିନେତା ଅଭିଷେକ ମଲ୍ଲିକ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ‘ୟେ ହେ ମୋହାବତେଁ’ର ଅଭିନେତା ଅଭିଷେକ ମଲ୍ଲିକ। ସୋମବାର(ଅକ୍ଟୋବର ୧୮)ରେ ସେ ନିଜ ଦୀର୍ଘ ଦିନର ପ୍ରେମିକା ତଥା ଫ୍ୟାଶନ୍‌ ଷ୍ଟାଇଲିଷ୍ଟ ସୁହାନୀ ଚୌଧୁରୀଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହାମାରୀ…