ମେଡିସିନ ଓ କସମେଟିକ ପାଇଁ ଏହି ପଶୁଙ୍କ ଉପରେ ହୋଇଥାଏ ଅଧିକ ରିସର୍ଚ୍ଚ, ଏଥିପାଇଁ ପ୍ରତିବର୍ଷ ୧୦ କୋଟି ପଶୁଙ୍କୁ…
ପଶୁ-ପକ୍ଷୀଙ୍କ ସଂରକ୍ଷଣ ପାଇଁ ବହୁତ କିଛି କାର୍ଯ୍ୟ କରାଯାଉଛି । କିଛି ପଶୁ-ପକ୍ଷୀଙ୍କ ବଂଶ ଲୋପ ପାଇଯାଉଥିବାରୁ ଏହା ସଂରକ୍ଷଣ ପାଇଁ ‘ବିଶ୍ୱ ପଶୁ କଲ୍ୟାଣ ଦିବସ’ ମଧ୍ୟ ଘୋଷଣା କରାଯାଇଛି । ଯାହାଦ୍ୱାରା ସେମାନଙ୍କ ସୁରକ୍ଷା ସମ୍ପର୍କରେ ଗୋଟିଏ ଦିନ ହେଉ ପଛେ ଚିନ୍ତା କରାଯିବା କଥା ।…