ଭାରତ ଆସୁଥିବା ଇସ୍ରାଏଲ ଜାହାଜକୁ ହେଲିକପ୍ଟରରେ ଆସି ଅପହରଣ କଲେ ହଉତୀ ବିଦ୍ରୋହୀ, ଜାରି କଲେ ଭିଡିଓ
ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ୟେମେନର ହଉତୀ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି । ଏ ନେଇ ଏକ ଭିଡିଓ ଜାରି କରାଯାଇଛି । ହମାସ ବିରୋଧରେ ଯୁଦ୍ଧକୁ ନେଇ ହଉତୀ ବିଦ୍ରୋହୀମାନେ ଇସ୍ରାଏଲ ଜାହାଜ ଉପରେ ଟାର୍ଗେଟ କରିଥିଲେ । ଏହାର ଏକ ଭିଡିଓ ଭାଇରଲ ହେଉଛି ।
ସୂଚନା…