Browsing Tag

yoga

ଯୋଗ ଦିବସରେ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ସରକାର, ବିଜେତାଙ୍କୁ ମିଳିବ ୨୫ ହଜାର ଟଙ୍କା; ତୁରନ୍ତ କରନ୍ତୁ ଆବେଦନ

ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଦିନ ଲୋକଙ୍କୁ ଯୋଗ କରିବା ଦ୍ୱାରା ଶରୀର ଉପରେ କି କି ସକାରାତ୍ମକ ପ୍ରଭାବ ପଡ଼େ, ସେ ନେଇ ସଚେତନ କରାଯାଏ। ଏଥିସହ ନିୟମିତ ଯୋଗ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଏ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭୁଲ…

ଯୁବତୀଙ୍କୁ ଦେଖି କୁକୁର ବି କଲା ଯୋଗ, ଭିଡିଓ ହେଉଛି ଭାଇରାଲ

କୁକୁର, ବିଲେଇ, ହାତୀ ଏବଂ ସେମାନଙ୍କ ପିଲାମାନଙ୍କ ସମେତ ଅନେକ ପ୍ରାଣୀଙ୍କର ମଜାଳିଆ ଭିଡିଓରେ ଇଣ୍ଟରନେଟରେ ଭାଇରାଲ ହୋଇଥାଏ । ଲୋକମାନେ ସେମାନଙ୍କର ସୁନ୍ଦର ଆକ୍ଟିଙ୍ଗ ଦେଖି ଖୁସି ହୋଇଥାନ୍ତି । ସେହିପରି ଏକ କୁକୁରର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଯୋଗ କଲେ ଶରୀର ସୁସ୍ଥ ରହିଥାଏ।…

କୁନି ପ୍ରତିଭା ମନାଲୀ : ୬ ବର୍ଷ ବୟସରେ ଯୋଗ ଓ ନୃତ୍ୟରେ ଏକଦମ୍ ପାରଙ୍ଗମ

ଝାରସୁଗୁଡା(କେନ୍ଯୁଜ୍): ବୟସ ମାତ୍ର ଛଅ ବର୍ଷ । ପାଠ ପଢନ୍ତି ୟୁକେଜିରେ । କମ୍ ବୟସ ହେଲେ କଣ ହେଲା ପ୍ରତିଭା କିନ୍ତୁ ପୁରା ଭରପୁର। ଏତେ କମ ବୟସରୁ ଯୋଗ ଏବଂ ନୃତ୍ୟରେ ଏକଦମ୍ ପାରଙ୍ଗମ କୁନି ଝିଅଟି । ତେବେ ଜାତୀୟ ଯୋଗ ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ହାସଲ କରିବାସହ ଜାତୀୟସ୍ତରୀୟ  ଶହେ…

ଏବେ ଘରେ ରହି ଏହି ଆସନ କରନ୍ତୁ, ମଧୁମେହ ଭଳି ରୋଗ ପାଇଁ ରାମବାଣ

କରୋନା ଭାଇରସ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳିକୁ ପ୍ରଭାବିତ କରିଛି । ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ସହିତ ଭାରତ ଏବଂ ଅନ୍ୟ ଦେଶମାନଙ୍କରେ ରେକର୍ଡ ସଂଖ୍ୟାରେ କୋଭିଡ ମାମଲା ବୃଦ୍ଧି ପାଉଛି । ବିଶେଷଜ୍ଞମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଉଛନ୍ତି । ବିଶେଷକରି…

ସବୁଦିନ ପୁଳା ପୁଳା ଚୁଟି ଝଡୁଥିଲେ ମାତ୍ର ୧୦ ମିନିଟ୍ କରନ୍ତୁ ଏହି ଯୋଗ, ଆଉ ଦେଖନ୍ତୁ ଫାଇଦା

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କ ଥରେ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି। ଯଦି ଆରମ୍ଭରୁ ଏହାକୁ ରୋକା ନ ଯାଏ ତେବେ ଭବିଷ୍ୟତରେ ଚନ୍ଦା ହେବା ଆଶଙ୍କା ରହିଛି। ଏଣୁ ଚୁଟି ଝଡ଼ୁଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖନ୍ତୁ। ନଚେତ ଯୋଗ ପ୍ରାଣାୟମ କରି…

ଡାଇବେଟିସ ରୋଗୀ କରନ୍ତୁ ଏହି ଯୋଗାସନ, ଶୁଗାର ରହିବ କଣ୍ଟ୍ରୋଲରେ

ଡାଇବେଟିସ୍‌ ସମସ୍ୟା ସାଧାରଣତଃ ଦୁର୍ବଳ ମେଟାବଲିଜିମ କାରଣରୁ ହୋଇଥାଏ । ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜୀବନଚର୍ଯାରେ ଅନିୟମିତତା ଓ ଭୂଲ ଖାଦ୍ୟ ଗ୍ରହଣ ଏହାର ମୁଖ୍ୟ କାରଣ । ଯେଉଁଥିପାଇଁ ସୁଗାର ଲେଭଲ ନିୟନ୍ତ୍ରଣରେ ରୁହେନି । ହେଲେ ଆଜି ଆପଣଙ୍କୁ ଏପରି କିଛି…

ଯୋଗ ପୂର୍ବରୁ କିମ୍ବା ପରେ କରନ୍ତୁ ନାହିଁ ଏହି କାର୍ଯ୍ୟ, ଶରୀର ପାଇଁ ହୋଇପାରେ ହାନିକାରକ

ଯୋଗ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ଠାରୁ ଦୂରରେ ରହିଥାନ୍ତି । ଫିଟ ରହିବା ପାଇଁ ଯୋଗ ଠାରୁ ଆଉ ଭଲ ବ୍ୟାୟାମ କିଛି ନାହିଁ । ତେବେ ବେଳେ ବେଳେ ଯୋଗ ସମ୍ପର୍କରେ କିଛି ନିୟମ ନଜାଣିବା ଯୋଗୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ…

ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ଯୋଗାସନରେ ଶବାସନକୁ ସବୁଠାରୁ ସହଜ ଆସନ ବୋଲି କୁହାଯାଏ। ଏହି ଆସନକୁ ଶବାସନ ଏଥିପାଇଁ କୁହାଯାଏ କାହିଁକିନା ଏହାକୁ କରିବା ପାଇଁ ଶରୀରକୁ ଶବ ଭଳି ଶୋଇବାକୁ ପଡିଥାଏ। ଏହା ଶାରୀରିକ,ମାନସିକ ଉଭୟକୁ ଦୂର କରିବାରେ ସାହାଯ୍ୟ କରେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ। ଶବାସନ କରିବାର…

ପିରିୟଡ୍ସରେ ଅନିୟମିତତା ହେଉଥିଲେ କରନ୍ତୁ ଏହି ଆସନ, କିଛି ଦିନରେ ସମସ୍ୟା ହେବ ଦୂର

ଉଷ୍ଟାସନର ଅର୍ଥ ଓଟ ଭଳି ସମାନ ମୁଦ୍ରା ବନାଉଥିବା ଆସନ। ଏହାକୁ ଆଙ୍ଗଲୋ ଭାଷାରେ କେମେଲ ପୋଜ୍ ବି କୁହାଯାଏ। ଏହି ଆସନ ମହିଳାଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ। ମାସିକ ଚକ୍ରକୁ ଠିକ୍ କରିବା ପାଇଁ ଏହି ଆସନ ବହୁତ ପ୍ରଭାବଶାଳୀ ହୋଇଥାଏ। ଏହାସହିତ ହେଉଥିବା ଅସହ୍ୟ ଯନ୍ତ୍ରଣା ମଧ୍ୟ ନିୟନ୍ତ୍ରିତ…

ସୁସ୍ଥ ମାନସିକତା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ନିୟମିତ କରନ୍ତୁ ଏହି ୩ଟି ଯୋଗ

ଘର ପରିବାରର ଚିନ୍ତା ସହ ଅଫିସ ଚାପ ଯୋଗୁ ପ୍ରାୟତଃ ଲୋକମାନେ ବିଷାଦଗ୍ରସ୍ତ ରହିଥାନ୍ତି। ଏଣୁ ଶୀଘ୍ର ଥକାପଣ, ଆଳସ୍ୟ ଏବଂ ରୋଗବେମାରୀ ହୋଇଥାଏ। ଆଧୁନିକ ଜୀବନଶୈଳୀକୁ ନେଇ ମଧ୍ୟ ମାନସିକ ଦୁଃଶ୍ଚିନ୍ତା ଦେଖାଦେଇଥାଏ। ଏଭଳି ସ୍ଥିତି ଜଣେ ମାନସିକ ଭାବେ ସୁସ୍ଥ ରହିବା ଜରୁରୀ ଓ ଏହା କେବଳ ଯୋଗ…

ଯୋଗ କରିବାକୁ ଯାଉଛନ୍ତି କି? ତେବେ ଗଣ୍ଠି ପକାଇ ରଖନ୍ତୁ ଏହି ଖାସ୍‌ କଥା

ଯୋଗ ହୃଦୟ ଏବଂ ମସ୍ତିଷ୍କକୁ ଜଡିତ ଅନେକ ରୋଗ ଏବଂ ବିକାରକୁ ଦୂର କରି ଜୀବନୁ ସରସ ସୁନ୍ଦର କରିଦିଏ। ଏହା ମଣିଷକୁ ସବୁ ପ୍ରକାର ଶୁଦ୍ଧିକୁ ସହଜ କରାଇଦିଏ। ଯୋଗ ଭାରତୀୟ ଜ୍ଞାନବର ବହୁ ପୁରାତନ ଅଟେ। ଏହା ଧର୍ମ, ଆସ୍ଥା ଏବଂ ଅନ୍ଧବିଶ୍ୱାସରୁ ସମ୍ପୂର୍ଣ୍ଣ ଭିନ୍ନ। ଯୋଗ ଦ୍ୱାରା ଆମେ ସୁସ୍ଥ ଜୀବନ…

ନିଶା ଠାରୁ ନିଜକୁ ଦୂରେଇ ପାରୁ ନାହାନ୍ତି ? ତେବେ ଏହି କାଳେଶ୍ୱର ମୁଦ୍ରାକୁ ଆପଣେଇ ଦେଖନ୍ତୁ . . .

ନିଶା ଏକ ଅଭ୍ୟାସ। ଏହା କେତେବେଳେ ଯେ ଆମକୁ ତାର ଅଭ୍ୟାସରେ ପକାଇଦିଏ ତାହା ଜାଣି ହୁଏ ନାହିଁ। ଆଉ ଅଭ୍ୟାସକୁ ନିଜ ଠାରୁ ଦୂରେଇବାକୁ ବହୁତ ସମସ୍ୟା ହୋଇଥାଏ। ଅଧିକ ମାତ୍ରାରେ ବହୁ ଦିନ ଧରି ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଲିଭର ସିରୋସେସ୍‌, କାମ କରିବାରେ ଅକ୍ଷମତା, ନକାରାତ୍ମକ ବ୍ୟବହାର…