Browsing Tag

yogi adityanath

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମାରେ ଉଡାଇଦେବାକୁ ଧମକ, ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା କଲ୍‌

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ପୋଲିସ ପ୍ରଶାସନର ନିଦ ହଜିଯାଇଛି । ଗତ ଶନିବାର ରାତିରେ ସୁରକ୍ଷା ମୁଖ୍ୟାଳୟକୁ ଏକ ସିୟୁଜି ନମ୍ବରରୁ ଅଜ୍ଞାତ ବ୍ୟକ୍ତି ଫୋନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ…

‘ଜ୍ଞାନବ୍ୟାପୀ ଭିତରେ ତ୍ରିଶୂଳ କ’ଣ କରୁଛି? ଏହାକୁ ମସ୍‌ଜିଦ କହିବା ଐତିହାସିକ ଭୁଲ୍‌’: ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମାମଲାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜ୍ଞାନବ୍ୟାପୀକୁ ମସ୍‌ଜିଦ କହିବା ଐତିହାସିକ ଭୁଲ୍‌। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ମସ୍‌ଜିଦ ପରିସର କାନ୍ଥରେ ତ୍ରିଶୂଳର କ’ଣ ବ୍ୟବହାର…

ଦୀପାବଳି ପୂର୍ବରୁ ଯୋଗୀ ଆଦିତ୍ୟନାଥ କର୍ମଚାରୀଙ୍କୁ ଦେଲେ ବଡ ଉପହାର, ବଢାଇଲେ ମହଙ୍ଗା ଭତ୍ତା ଏବଂ ଦେଲେ ବୋନସ

ବଢିଲା ମହଙ୍ଗା ଭତ୍ତା। କେନ୍ଦ୍ର ସରକାର ସେପ୍ଟେମ୍ବର ଶେଷ ସପ୍ତାହରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବା ଘୋଷଣା କରିଥିଲେ। ଏହା ୪ ପ୍ରତିଶତ ବଢି ୩୪ରୁ ୩୮ ପ୍ରତିଶତ ହୋଇଥିଲା। ଏହା ପରେ କିଛି ରାଜ୍ୟ ନିଜ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢାଇବାକୁ ଘୋଷଣା…

ମାଗଣାରେ ରାସନ ବଣ୍ଟନ ନେଇ ସରକାରଙ୍କ ବଡ଼ ଘୋଷଣା: ଆହୁରି ୩ ମାସ ଯାଏଁ ଲୋକଙ୍କୁ ମିଳିବ ଖାଦ୍ୟ ସାମଗ୍ରୀ

ଆହୁରି ୩ ମାସ ଯାଏଁ ବଢ଼ିଲା ମାଗଣା ରାସନ ବଣ୍ଟନ। ଏନେଇ ଘୋଷଣା କରିଛନ୍ତି ଯୋଗୀ ସରକାର। ଉତ୍ତର ପ୍ରଦେଶର ଯୋଗୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରା ହେବା ଅବସରରେ ୧୫ କୋଟି ରାସନ କାର୍ଡ ଧାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଯୋଗୀ ସରକାର ୨.୦ର ଗଠନ ମାର୍ଚ୍ଚ ୨୦୨୨ରେ ହୋଇଥିଲା।ଜୁଲାଇ…

ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ମୁଁ ଭାରତ ଫେରିବି: ଅଭିନେତା କମାଲ ଆର୍‌ ଖାନ୍‌

ସୋସିଆଲ ମିଡିଆ ଟ୍ଵିଟରରେ ପ୍ରାୟତଃ ନିଜ ବିବାଦୀୟ ବୟାନ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା କମାଲ ଆର ଖାନ୍‌ ଏବେ ପୁଣି ଏକ ଟ୍ଵିଟ୍‌ କରିଛନ୍ତି। ଏହି ଟ୍ଵିଟ୍‌ ଯୋଗୁ ପୁଣିଥରେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି କମାଲ ଆର ଖାନ୍‌। ଏଥରକ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…

‘ମୋ ଭାଇ ପାଇଁ ଜୀବନ ବି ଦେଇ ପାରିବି’: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

‘ମୁଁ ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବି ନାହିଁ’ ବିଜେପିର ଏକ ଆରୋପର ଏଭଳି ମୁହଁ ତୋଡ଼ ଜବାବ୍‌ ଦେଇଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି- ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରିବି ଓ ସେ ମୋ ପାଇଁ ଜୀବନ ଦେଇପାରିବ। ପ୍ରକାଶ ଯେ କିଛି ଦିନ ତଳେ ଉତ୍ତର…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ପୂରା ମାମଲା

ଧାନବାଦ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ । ସୋସିଆଲ ମିଡ଼ିଆରେ ଆସିଛି ଏହି ହତ୍ୟା ଧମକ । କେବଳ ଯୋଗୀ ଆଦିତ୍ୟନାଥ ନୁହଁନ୍ତି ତାଙ୍କ ସହ ଅନ୍ୟ କେତେକ ନେତାଙ୍କୁ ମଧ୍ୟ ଏହି ଅରାଜକ ତତ୍ତ୍ୱ ଠାରୁ ହତ୍ୟା ଧମକ ମିଳିସାରିଛି । ଏହା ପୂର୍ବରୁ ମଧ୍ୟ…

ୟୁପି: ୫୦ ହଜାର ଟଙ୍କାର Apple ଆଇପଡ୍‌‌ କିଣିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ, ସରକାର ଦେବେ ପଇସା

ଉତ୍ତର ପ୍ରଦେଶରେ ସମସ୍ତ ବିଧାୟକଙ୍କୁ ୫୦ ହଜାର ଟଙ୍କାର Apple ଆଇପଡ୍‌ କିଣିବାକୁ କୁହାଯାଇଛି। ୟୁପିର ବଜେଟ୍‌ ଅଧିବେଶନ ୧୮ ଫେବୃଆରୀରୁ ଆରମ୍ଭ ହେବ। ବଜେଟ୍‌କୁ ଯୋଗୀ ସରକାର ପେପର୍‌ଲେସ୍‌ କରିବାକୁ ଚାହୁଁଛନ୍ତି। ତେଣୁ ପ୍ରଥମ ଅଧିବେଶନ ପୂର୍ବରୁ ନିଜ ବିତ୍ତୀୟ ସ୍ରୋତରୁ ଆଇପଡ୍‌‌ କିଣିବାକୁ…

ବଢ଼ିଲା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଛାତ୍ରଛାତ୍ରୀଙ୍କର ଇଣ୍ଟର୍ଣ୍ଣସିପ୍‌ ଭତ୍ତା, ରାଜ୍ୟରେ ତୁରନ୍ତ ଲାଗୁ କରିବାକୁ…

ବଢ଼ିଲା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଛାତ୍ରଛାତ୍ରୀଙ୍କର ଇଣ୍ଟର୍ଣ୍ଣସିପ୍‌ ଭତ୍ତା। ଉତ୍ତର ପ୍ରଦେଶର ଯୋଗୀ ସରକାର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍‌ ଭତ୍ତା ବଢ଼ାଇବାକୁ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ବହୁ ପ୍ରତୀକ୍ଷିତ ଦାବିକୁ ପୂରଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ…

ଉତ୍ତର ପ୍ରଦେଶର ହଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଯାଞ୍ଚ ରିପୋର୍ଟ ଆଧାରରେ ଏସ୍‌ପି, ଡିଏସ୍‌ପି ଏବଂ ଇନ୍‌ସ୍ପେକ୍ଟର…

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ହଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଯୋଗୀ ସରକାରଙ୍କ ବଡ଼ ଆକ୍ସନ୍‌ । ଚାପରେ ଥିବା ସରକାର ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ହଥରସ୍‌ ଗଣଦୁଷ୍କର୍ମ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଥମିକ ଯାଞ୍ଚ ରିପୋର୍ଟ ଆଧାରରେ…

୩୦ ଜୁନ ପର୍ଯ୍ୟନ୍ତ କୌଣସି ବି ସାମୂହିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ : ଯୋଗୀ ଆଦିତ୍ୟନାଥ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଉତ୍ତରପ୍ରଦେଶରେ ମଧ୍ୟ ଏହା କମିବାର ନା ଧରୁନାହିଁ । ସେଥିପାଇଁ ଯୋଗୀ ସରକାର ଭିନ୍ନ ଭିନ୍ନ ନିଷ୍ପତ୍ତି ନେବାରେ ଲାଗିଛନ୍ତି । କରୋନା ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଓ କଟକଣା ଗ୍ରହଣ କରୁଛନ୍ତି । ଏହା…

ଆକ୍ସନରେ ଯୋଗୀ ସରକାର : କୋଟାରେ ଫସିଥିବା ୭୫୦୦ କୋଚିଂ ପିଲାଙ୍କୁ ଫେରାଇ ଆଣିବାକୁ ପଠାଇଲେ ୩୦୦ ବସ୍‌

କରୋନା ଭାଇରସ ଯୋଗୁଁ ଭାରତ ଲକଡାଉନ। ଏହି ଲକଡାଉନ ମେ ୩ ତାରିଖରେ ଶେଷ ହେବ ବୋଲି ମୋଦି ଘୋଷଣା କରିଛନ୍ତି। କିନ୍ତୁ ଏହି ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟର ଲୋକ ଓ ଛାତ୍ରୀଛାତ୍ର ବିଭିନ୍ନ ସ୍ଥାନରେ ଫସିରହିଛନ୍ତି। ଇତିମଧ୍ୟରେ ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର…