ମହାନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି
ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ଥାନା ଅଞ୍ଚଳରେ ମହାନଦୀର ତାରତୋଲ ପୋଲରୁ ଡେଇଁ ଯୁବତୀ ନିଖୋଜ । ଯୁବତୀଙ୍କ ପରିଚୟ ମିଳି ପାରିନାହିଁ । କଣ ପାଇଁ ସେ ମହାନଦୀକୁ ଡେଇଁଲେ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…