Browsing Tag

young girl trafficking

୫ ଲକ୍ଷରେ ଝିଅ ବିକ୍ରି, ନିଯୁକ୍ତିର ଲୋଭ ଦେଖାଇ ଦଲାଲ ପଠାଇଥିଲା ଗୁଜୁରାଟ

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି । ଚାକିରିିର ଲୋଭ ଦେଖାଇ ଝିଅ ମାନଙ୍କୁ ବାହାର ରାଜ୍ୟକୁ କରୁଛନ୍ତି ଚାଲାଣ । ଦଲାଲଙ୍କର ଏହା ନିତିଦିନିଆ କାମ ହେଇଗଲାଣି । ଆଇନକୁ ଭୟ ନାହିଁ ନିର୍ଭୟରେ ଏଭଳି ଅପରାଧ କରିବାକୁ ପଛାଉ ନାହାନ୍ତି କିଛି ଦଲାଲ । କମ ବୟସର ଝିଅ ମାନଙ୍କୁ କାମ ଦେବା…

ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର

ଉମରକୋଟ(କେନ୍ୟୁଜ୍): ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍ ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଚଳିତ ମାସ ୧୨ ତାରିଖରେ ଝରିଗାଁ ବ୍ଲକ୍‌ କୋପେନା ପଞ୍ଚାୟତ ତାରାଗାଁ ଗ୍ରାମର ଭୀମରାଜ ରାଉତଙ୍କ…

ଯୁବତୀ ଚାଲାଣ ନେଇ ପୁଣି ଆସିଲା ଚାଞ୍ଚଲ୍ୟକର ଘଟଣା: ଅଭାବ ସମୟରେ ବନ୍ଧୁତା କରି ଚାଲିଛି ବିକ୍ରି

ରାଉରକେଲା (କେନ୍ୟୁଜ୍‌): ଯୁବତୀ ଚାଲାଣ ନେଇ ପୁଣି ଆସିଲା ଏକ ଚାଞ୍ଚଲ୍ୟକର ଘଟଣା। ବିବାହର ସୁନେଲି ସ୍ବପ୍ନ ସହ ମାନସିକ ବିକାରଗ୍ରସ୍ତ ଭଉଣୀର ଚିକିତ୍ସା ତଥା ଘରର ଆର୍ଥିକ ଅବସ୍ଥା ସୁଧାରିବାର ପ୍ରତିଶ୍ରୁତି ଦେଇ କରିଥିଲେ ଯୁବତୀ ଚାଲାଣ। ପ୍ରତିଶ୍ରୁତି ପୂରଣ ଦୂରେ ଥାଉ  କାହା ସହ ଯୋଗାଯୋଗ…

ଚାକିରି ଦେବା ବାହାନାରେ ଝିଅ ଚାଲାଣ ଅଭିଯୋଗ: ଜଣେ ମହିଳା ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼(କେନ୍ୟୁଜ୍): ଚାକିରି ଦେବା ବାହାନାରେ ଝିଅ ଚାଲାଣ ଅଭିଯୋଗରେ ଜଣେ ମହିଳା ସମେତ ୩ ଗିରଫ। ଏପ୍ରିଲ ପ୍ରଥମ ସପ୍ତାହରେ ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖାଇ ଦଲାଲମାନେ ବିକି ଦେଇଥିବା ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାଖରେ…