Telephone tower: ସ୍ତ୍ରୀ ଛାଡିଗଲା ବୋଲି ଟେଲିଫୋନ ଟାୱାରରେ ଚଢ଼ିଗଲେ ସ୍ବାମୀ, ୬ ଘଣ୍ଟାର ପରେ ଉଦ୍ଧାର କଲା ଅଗ୍ନିଶମ…
ଦେବଗଡ଼: ସହି ପାରିଲେନି ବିରହର ବେଦନା । ଦ୍ଵିତୀୟ ସ୍ତ୍ରୀ ଛାଡିଗଲା ବୋଲି ଟେଲିଫୋନ ଟାୱାରରେ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ସ୍ବାମୀ । ୬ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଫିଲ୍ମ ସୋଲେର ସିନ୍ ପରି ଅବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା…