ବିବାହ କରିବାକୁ ଯାଉଛନ୍ତି କି ? ତାହେଲେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ
ଲଭ ହେଉ କିମ୍ବା ଆରେଞ୍ଜ ବିବାହ ପୁର୍ବରୁ ସମସ୍ତେ ଏହି ଚିନ୍ତାରେ ଥାଆନ୍ତି ଯେ ତାଙ୍କୁ ବିବାହ କରିବା ଦରକାର କି ନାହିଁ । କଣ ଏହା ଉଚିତ ସମୟ? କଣ ତାଙ୍କ ନିଷ୍ପିତ୍ତି ଠିକ ? କାରଣ ବିବାହ କେବଳ ଦୁଇ ଜଣଙ୍କ ଭିତରେ ହୋଇନଥାଏ । ଦୁଇ ପରିବାରଙ୍କ ଭିତରେ ମଧ୍ୟ ହୋଇଥାଏ । ଏହିଭଳି ପରିସ୍ଥିତିରେ…