Browsing Tag

Youth attacked with acid

ଏସିଡ ମାଡ଼ରେ ଗୁରୁତର ହେଲେ ଜଗବନ୍ଧୁ, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଖାଇ ପିଇ ରାତିରେ ନିଘୋଡ଼ ନିଦରେ ଶୋଇଥିଲେ ଜଗବନ୍ଧୁ । ହଠାତ ଚିତ୍କାର କରି ଉଠିପଡ଼ିଲେ । ଘର ଲୋକ ବି ଛାନିଆ ହୋଇ ଜଗବନ୍ଧୁଙ୍କ ପାଖକୁ ଦୌଡ଼ିଗଲେ । ଆଉ ଜଗବନ୍ଧୁଙ୍କ ଅବସ୍ଥା ଦେଖି ସମସ୍ତେ ଚମକି ପଡ଼ିଲେ । କାହିଁକି ନା ଜଗବନ୍ଧୁଙ୍କ ମୁହଁ ପୂରା ଜଳି ଯାଇଥିଲା । ସେ ଯନ୍ତ୍ରଣାରେ ଖାଲି ଚିତ୍କାର…

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ, ମୁହଁ ଆଖି ଓ ମୁଣ୍ଡରେ ଆଘାତ

ବାସୁଦେବପୁର : ଘରେ ଶୋଇଥିବା ବେଳେ ଏସିଡ ମାଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି । ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି । ଗୁରୁତର…