ଭୁବନେଶ୍ୱର ରାଜମହଲ ଛକରେ ବିକ୍ଷୋଭ : ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି
ଭୁବନେଶ୍ୱର : ରାଜମହଲ ଛକରେ ଛାତ୍ର କଂଗ୍ରେସର ବିକ୍ଷୋଭ । ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଅଟକ ବେଳେ ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସ କର୍ମୀ ପୋଲିସ ଗାଡି…