‘ମୁଁ ଗଲେ ଗୁଆ ମଙ୍ଗୁଳା କରିବା’, ଏକଥା କହିଥିବା ପୁଅ ଘରକୁ ଫେରିଲା ନାହିଁ ଫେରିଲା ତାର ଶବ
ଭଞ୍ଜନଗର (କେ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ମଙ୍ଗଳପୁର ଗାଁର ସୁଦର୍ଶନ ଆପଟ । ବୟସ ୩୦ ବର୍ଷ । ସୁରତ୍ରେ ରହି ରୋଜଗାର କରୁଥିଲେ । ଲକ୍ଡାଉନ୍ ଯୋଗୁଁ ଏପ୍ରିଲ ୨୧ରେ ହେବାକୁ ଥିବା ବାହାଘର ଘୁଞ୍ଚିଲା ଆସନ୍ତା ଆଷାଢ଼ ମାସକୁ । ତେବେ ଲକ୍ଡାଉନ୍ ଯୋଗୁଁ ଅଟକି ରହିଥିବା…