ରେଳ ଷ୍ଟେସନରେ ଅଘଟଣ, ଚଳନ୍ତା ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ
ବାଲୁଗାଁ : ବାଲୁଗାଁ ରେଳ ଷ୍ଟେସନରେ ଘଟିଛି ଅଘଟଣ । ଚଳନ୍ତା ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ବେଙ୍ଗାଳୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସରୁ ଓଲ୍ଲାହୁଥିବା ଅବସ୍ଥାରେ ଏପରି ଘଟିଛି ଅଘଟଣ । ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଘଟିଛି ଘଟଣା । ଯୁବକ ହେଲେ ଖୋର୍ଦ୍ଧା…