ରାଉରକେଲାରେ ଅଘଟଣ : ମାରାଥନ ଚାଲିଥିବାବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ
ରାଉରକେଲା: ସକାଳୁ ସକାଳୁ ରାଉରକେଲାରେ ଫୁଟିଲା ଗୁଳି । ୟୁଥ୍ ହଷ୍ଟେଲର ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ରାଉରକେଲା ସେକ୍ଟର-୩ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ନାମ ସଲିଲ ସାହୁ । ସେ ଜଣେ ରେଲୱେ କର୍ମଚାରୀ । ଗୁଳିଟି ପିଠିରେ ବାଜି…