Browsing Tag

YOUTH LOOTED AT BARAMUNDA

ନିଶା ଦେଇ ଲୁଟି ନେଲେ ସର୍ବସ୍ବ, ବରମୁଣ୍ଡା ଅଞ୍ଚଳରୁ ଅଚେତ ଅବସ୍ଥାରେ ଯୁବକ ଉଦ୍ଧାର

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଭୁବନେଶ୍ବରର ପ୍ରମୁଖ ଅଞ୍ଚଳ ବରମୁଣ୍ଡାରେ ଘଟିଛି ନିଶା ଦେଇ ଲୁଟ୍ ଘଟଣା । ଗଞ୍ଜାମ ଜିଲ୍ଲା କନକିଆ ଅଞ୍ଚଳର ପ୍ରଭୁଦେବା ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ନିଶା ଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି । ଆଜି ଭୋର ସମୟରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ପ୍ରଭୁଦେବା…