ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ମିଳୁଛି ପ୍ରଶ୍ନ ପତ୍ର ଏବଂ ଉତ୍ତର, ବହି ଖୋଜି ପଢ଼ୁ ନାହାଁନ୍ତି ଛାତ୍ର ଛାତ୍ରୀ
ବାଲେଶ୍ୱର(କେନ୍ୟୁଜ୍): ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳି ଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୂବ ଦେଖି ପରିକ୍ଷାରେ ଲେଖୁଛନ୍ତି ଛାତ୍ର ଛାତ୍ରୀ । ତେଣୁ ପିଲା ମାନଙ୍କର ଭବିଷ୍ଯତ ନେଇ ଚିନ୍ତାରେ ପଡି ଯାଇଛନ୍ତି…