Browsing Tag

youtube channel

କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ୍‌, ରିଷ୍ଟୋର୍‌ କରିବାକୁ ଚାଲିଛି ଉଦ୍ୟମ

କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ ହୋଇ ଯାଇଛି। ଦଳ ଟ୍ଵିଟ୍‌ ଜରିଆରେ ଏ ନେଇ ସୂଚନା ଦେଇଛି। କଂଗ୍ରେସ ୟୁଟ୍ୟୁବ ଏବଂ ଗୁଗଲ ଉଭୟଙ୍କ ସହିତ ଯୋଗାଯୋଗ କରିଛି। କୁହାଯାଉଛି କି, ଦଳ ନିଜ ଚ୍ୟାନେଲକୁ ପୁଣିଥରେ ରିଷ୍ଟୋର୍‌ କରିବାକୁ ଦାବି କରିଛି। କଂଗ୍ରେସ ତରଫରୁ ଜାରି ବୟାନରେ…

ଦେଶ ବିରୋଧୀ ମିଥ୍ୟା ଖବର ପ୍ରସାରଣ କରୁଥିଲେ ୮ ୟୁଟ୍ୟୁବ୍‌ ଚ୍ୟାନେଲ, ‘ଡିଜିଟାଲ ଷ୍ଟ୍ରାଇକ୍‌’ କଲେ କେନ୍ଦ୍ର ସରକାର

ସୋସିଆଲ ମିଡିଆରେ ମିଥ୍ୟା ଖବରର ପ୍ରଚାର ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଲଗାତାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲିଛି। ସୂଚନା ମୁତାବକ, ସରକାର ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ…

ମିଥ୍ୟା ଖବର ପ୍ରଚାର ପ୍ରସାର କରୁଥିବା ୭୪୭ ୱେବସାଇଟ୍ ଓ ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର…

ଭାରତ ସମେତ ସବୁ ଦେଶରେ ଡାଉନ୍‌ ହେଲା YouTube, ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କଲା କମ୍ପାନୀ

ମଙ୍ଗଳବାର ବିଳମ୍ବିତ ରାତିଠାରୁ ୟୁଟ୍ୟୁବ୍‌ ଅନ୍‌ଲାଇନ୍‌ ଭିଡିଓ ଷ୍ଟ୍ରିମିଂ ସର୍ଭିସ୍‌ ଡାଉନ୍‌ ହୋଇଯାଇଛି। ଫଳରେ ୟୁଜର୍ସ ଏହି ଭିଡିଓକୁ ଦେଖିପାରୁନାହାନ୍ତି କି ସର୍ଭିସକୁ ବ୍ୟବହାର କରିପାରୁନାହାନ୍ତି। ଲୋକମାନଙ୍କର ହୋଇଥିବା ଏହି ସମସ୍ୟା ସମ୍ପର୍କରେ ୟୁଟ୍ୟୁବ୍‌ ନିଜ ଅଫିସିଆଲ ଟ୍ଵିଟର…

ଦୁନିଆରେ ସବୁଠୁ ଅଧିକ ଡାଉନଲୋଡ ହୋଇଥିବା ଏହି ଆପ, ୟୁଜର୍ସଙ୍କୁ ଦେଇଛି ରୋଜଗାର

ଗୁଗଲର ଭିଡ଼ିଓ ଷ୍ଟ୍ରିମିଂ ଆପ ୟୁଟ୍ୟୁବକୁ ଗୁଗଲ ପ୍ଲେଷ୍ଟୋରରେ ୧୦ ବିଲିୟନ ବା ୧୦ କୋଟିରୁ ଅଧିକ ଡାଉନଲୋଡ କରାଯାଇଛି । ସବୁଠୁ ବଡ଼ କଥା ହେଉଛି ଏହା ଦୁନିଆର ମୋଟ ଜନସଂଖ୍ୟାକୁ ମଧ୍ୟ ପାର କରିଛି । ରିପୋର୍ଟ ଅନୁଯାୟୀ, ଏବେ ଦୁନିଆର ମୋଟ ଜନସଂଖ୍ୟା ୭୮୮ କୋଟି । ତେବେ ଏହି ଲିଷ୍ଟ କେବଳ ଗୁଗଲ…

ବ୍ରାଜିଲ: ଡାକ୍ତରଙ୍କୁ ଘାରିଲା ୟୁଟ୍ୟୁବ ନିଶା, କହିଲେ, ‘ଚିକିତ୍ସା ଦରକାର ତ ପ୍ରଥମେ ସବସକ୍ରାଇବ କରନ୍ତୁ ମୋ…

ବ୍ରାଜିଲର ଜଣେ ଡାକ୍ତର ଆଜିକାଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଡାକ୍ତର ଲୋକଙ୍କୁ ମାଗଣାରେ ମେଡିକାଲ ପ୍ରେସ୍କ୍ରିପସନ ଦେଇଥାନ୍ତି। କିନ୍ତୁ ତାଙ୍କର ଏକ ସର୍ତ୍ତ ଅଛି କି, ଯଦି ତାଙ୍କ ସେବା ଦରକାର, ତା'ହେଲେ ପ୍ରଥମେ ତାଙ୍କର ୟୁଟ୍ୟୁବ ଚ୍ୟାନେଲକୁ ସବସକ୍ରାଇବ କରିବାକୁ…