କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ୍, ରିଷ୍ଟୋର୍ କରିବାକୁ ଚାଲିଛି ଉଦ୍ୟମ
କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ ହୋଇ ଯାଇଛି। ଦଳ ଟ୍ଵିଟ୍ ଜରିଆରେ ଏ ନେଇ ସୂଚନା ଦେଇଛି। କଂଗ୍ରେସ ୟୁଟ୍ୟୁବ ଏବଂ ଗୁଗଲ ଉଭୟଙ୍କ ସହିତ ଯୋଗାଯୋଗ କରିଛି। କୁହାଯାଉଛି କି, ଦଳ ନିଜ ଚ୍ୟାନେଲକୁ ପୁଣିଥରେ ରିଷ୍ଟୋର୍ କରିବାକୁ ଦାବି କରିଛି।
କଂଗ୍ରେସ ତରଫରୁ ଜାରି ବୟାନରେ…