Browsing Tag

youtube

YouTube ର ବର୍ଷକର ରୋଜଗାର ସମ୍ପର୍କରେ ପ୍ରଥମ ଥର ପାଇଁ ଖୁଲାସା କଲା Google, ଜାଣନ୍ତୁ କେତେ ଟଙ୍କା କମାଏ ଏହି ଆପ୍‌

ବର୍ତ୍ତମାନ କୋଟି କୋଟି ଲୋକ YouTube ବ୍ୟବହାର କରୁଛନ୍ତି। କୌଣସି ଭିଡିଓକୁ ବିନା ଶୁଳ୍କରେ ଓ ତତ୍‌କ୍ଷଣାତ୍‌ ଦେଖିବାକୁ ସବୁଠାରୁ ସହଜ ତଥା ଭଲ ମାଧ୍ୟମ ହେଉଛି ୟୁ-ଟ୍ୟୁବ୍‌। ତେବେ ଏଥିରେ ଭିଡିଓ ଦେଖିବା ବେଳେ ମଝିରେ ମଝିରେ ସବୁବେଳେ କିଛି ନା କିଛି ଭିଡିଓ ବିଜ୍ଞାପନ ଆସିଥାଏ। ଏହି…

ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ହେଲା ସହଜ, ଏବେ ଭଏସ୍‌ ମାଧ୍ୟମରେ ଖୋଜିପାରିବେ ମନପସନ୍ଦର ଭିଡିଓ

ଏବେ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ ନିଜ ମୋବାଇଲ୍‌ ଆପ୍‌କୁ ଅପ୍‌ଡେଟ୍‌ କରିଛି। ଏବେ ୟୁଟ୍ୟୁବ୍‌ ଟିଭି ସ୍କ୍ରିନ୍‌, ଗେମ୍‌ କନ୍‌ସୋଲ ଓ ଅନ୍ୟ ଷ୍ଟ୍ରିମିଂ ଡିଭାଇସ୍‌ରେ କେତେକ ନୂଆ ଫିଚର ଯୋଗ କରିଛି। ୟୁଟ୍ୟୁବ୍‌ର ଅଫିସିଆଲ ବ୍ଲଗ୍‌ ମୁତାବକ ୟୁଜର ଏବେ ସ୍ମାର୍ଟଟିଭିରେ ୟୁଟ୍ୟୁବ୍‌କୁ କାଷ୍ଟ…

ୟୁଟ୍ୟୁବରେ ୭ ବର୍ଷର ବାଳକ ହେଲେ କୋଟିପତି, ଜାଣନ୍ତୁ କେମିତି

ନିଜର ସ୍ୱପ୍ନକୁ ପୁରା କରିବା ପାଇଁ ଜୀବନରେ ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ କରି ଟଙ୍କା ଆୟ କରିଥାନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇନଥାଏ। ଫୋର୍ବ୍ସ ଲିଷ୍ଟ ଅନୁଯାୟୀ ଏଭଳି ଏକ ଛୋଟ ପିଲାଟିଏ, ଯାହାର ବୟସ ମାତ୍ର ୭ ବର୍ଷ। ଏହି ୭ବର୍ଷର ବାଳକ ନିଜର ପରିଶ୍ରମରେ କୋଟିପତି…

ଗୁଗଲ ଉପରେ ଲାଗିଲା ୧୪୨୦ କୋଟି ଟଙ୍କାର ଜୋରିମାନା, ଜାଣନ୍ତୁ କାରଣ

ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜୋରିମାନା ଲଗାଯାଇଛି । 'ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ' ର ଉଲଂଘନ କାରଣରୁ ଗୁଗଲ ଉପରେ ଏହି ଜୋରିମାନା ଲଗାଯାଇଛି ତେଣୁ ସେଟେଲମେଣ୍ଟ ପାଇଁ ବର୍ତ୍ତମାନ ଗୁଗଲକୁ ୧୪୨୦ କୋଟି ଟଙ୍କା ଭରିବାକୁ ପଡିବ। ସୂଚନା ଅନୁଯାୟୀ ବିଜ୍ଞାପନ…

ୟୁଟ୍ୟୁବରେ ଭିଡିଓ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର, ବର୍ତ୍ତମାନ ମିଳିବ ନୂଆ ସୁବିଧା

ୟୁଟ୍ୟୁବ ପ୍ରିମିୟମ ନିଜର ଗ୍ରାହକ ମାନଙ୍କ ପାଇଁ 1080p ରିଜୋଲ୍ୟୁସନର ଭିଡିଓ ଅଫଲାଇନ ଦେଖିବା ପାଇଁ ସୁବିଧା ଆଣିଦେଇଛି । ପୂର୍ବରୁ ଏହି ପ୍ଲାଟଫର୍ମରେ ବ୍ୟବହାରକାରୀ ମାନେ କେବଳ 720p ରିଜୋଲ୍ୟୁସନର ଭିଡିଓ ଡାଉନଲୋଡ଼ କରିପାରୁଥିଲେ କିନ୍ତୁ ବର୍ତ୍ତମାନ 1080p ରିଜୋଲ୍ୟୁସନର ଭିଡିଓ ମଧ୍ୟ…

କଅଁଳ ବୟସରେ କୋଟିପତି, କେମିତି କିଣିଲେ ୫୫ କୋଟିରେ ନିଜର ଘର ?

କୁହାଯାଏ ବୟସର ଅଧିନ ନୁହେଁ କୌଣସି ପ୍ରତିଭା । ବେଳେ ବେଳେ ଛୋଟ ପିଲା ମଧ୍ୟ ଏମିତି କିଛି କାମ କରିଯାଆନ୍ତି ଯାହାର ଚିନ୍ତା ବଡ଼ ମାନେ ମଧ୍ୟ କରିପାରିନଥାନ୍ତି । ବୟସ ମାତ୍ର ୬ ବର୍ଷ । ହେଲେ ଏହି କଅଁଳ ଖେଳ କୁଦ ବୟସରେ କୋଟିପତି ହୋଇପାରିଛନ୍ତି ଦକ୍ଷିଣ କୋରିଆର ବୋରମ୍ । ନିକଟରେ ନିଜ ଆୟରୁ ୮…

ହିଂସା ପ୍ରଚାର କରୁଥିବା ୯୦ ଲକ୍ଷ ଭିଡିଓକୁ ହଟାଇଲା YouTube

ୱାସିଂଟନ୍ : ଗୁଗଲ୍ ର ଭାରତୀୟ ବଂଶୋଭବ ଆମେରିକା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ କହିଛନ୍ତି କି, ଅନଲାଇନ୍ ଭିଡିଓ ଷ୍ଟ୍ରିମିଙ୍ଗ ସାଇଟ୍ ୟୁଟ୍ୟୁବ୍ ନିଜର ନୀତି ନିୟମ ଅନୁଯାୟୀ ହିଂସା ଏବଂ ଘୃଣାର ପ୍ରଚାର କରୁଥିବା ତଥା କ୍ଷତି ପହଁଚାଉଥିବା ଭିଡିଓକୁ ହଟାଇବା କାମ ଆରମ୍ଭ…

Wynk Tube ଆପ୍ : ମ୍ୟୁଜିକ ଭିଡିଓ ଷ୍ଟ୍ରିମିଂ କ୍ଷେତ୍ରରେ ଏୟାରଟେଲ କଲା ପ୍ରବେଶ

ନୂଆଦିଲ୍ଲୀ : ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ ଅନଲାଇନ ଭିଡିଓ କ୍ଷେତ୍ରରେ ଦମଦାର ଏଣ୍ଟ୍ରି କରିଛି। କମ୍ପାନୀ ଏନେଇ ମ୍ୟୁଜିକ୍ ଷ୍ଟ୍ରିମିଂ ସର୍ଭିସ Wynk Tube ଲଞ୍ଚ କରିଛି। ଏହି ଆପ ଦ୍ବାରା ଟିୟର ୨ , ଟିୟର୩ ଏବଂ ଗ୍ରାମୀଣ ଅଞ୍ଚଳର ଗ୍ରାହକଙ୍କୁ ଟାଗ୍ରେଟ କରାଯାଇଛି। ଏହାକୁ ସମସ୍ତ…

Youtubeର ଆନଡ଼୍ରୋଏଡ଼୍ ଆପରେ ଏପରି ରଖନ୍ତୁ ନିଜ ସର୍ଚ୍ଚକୁ ସୁରକ୍ଷା

ନୂଆଦିଲ୍ଲୀ  : ଭିଡ଼ିଓ ଷ୍ଟ୍ରିମିଂ ଆପ ମଧ୍ୟରେ Youtube ସବୁଠାରୁ ଲୋକପ୍ରିୟ ଆପ। କିଛି ନୂଆ ଗୀତ ହେଖିବା ହେଉବା ପିଲ୍ମର ଟ୍ରେଲର ପ୍ରଥମେ ଆମେ Youtubeକୁ ଯାଇଥାଉ। ଏପରିକି ଆପଣଙ୍କ ସର୍ଚ୍ଚ ରେଜଲ୍ଟ ହିସାବରେ ସେ ଆପଣଙ୍କୁ ଭିଡ଼ିଓର ଅପସନ ମଧ୍ୟ ଦେଖାଇଥାଏ। ଏହା ଅର୍ଥ Youtube ଆପଣଙ୍କ…

ୟୁଟ୍ୟୁବ ଟୁଲ୍ ! ଭିଡ଼ିଓ କପି ହେଲେ ତୁରନ୍ତ ନିର୍ମାତା ପାଇବେ ସୂଚନା

ନୂଆଦିଲ୍ଲୀ : ୟୁଟ୍ୟୁବ୍ କମ୍ପାନୀ ଭିଡ଼ିଓ ନିର୍ମାତାଙ୍କ ପାଇଁ ଏକ ଖୁସି ଖବର ଆଣିଛି। କମ୍ପାନୀ ଏକ ନୂଆ ଟୁଲ ପ୍ରସ୍ତୁତ କରିଛି, ଯାହା ଦ୍ବାରା ଭିଡ଼ିଓ ଚୋରୀ ହେଉଥିଲେ ନିର୍ମାତାଙ୍କୁ ତାହାର ସୂଚନା ମିଳିଯିବ। ଏହି ଟୁଲର ନାମ “କପିରାଇଟ୍ ମ୍ୟାଚ୍ ଟୁଲ” ରଖାଯାଇଛି। ଏହା ଟୁଲ ଦ୍ବାରା ଭିଡ଼ିଓ…