Browsing Tag

youtuber

ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି , ଚଢ଼ାଉ ପରେ ହୋଇଯାଇଥିଲେ ଫେରାର

ଯାଜପୁର (କେନ୍ୟୁଜ): ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର । ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆସି ଉଭୟ ମୋନାଲିସା ଓ ତାଙ୍କ ସ୍ବାମୀ ଆତ୍ମସମର୍ପଣ କରିଛନ୍ତି । ମୋନାଲିସା ବେଆଇନ୍ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା…

ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ

ଯାଜପୁର ଟାଉନ (କେନ୍ୟୁଜ): ପୁଣି ଚର୍ଚ୍ଚାରେ ୟୁଟ୍ୟୁବର ମୋନାଲିସା ଭଦ୍ର । ଦିନେ ଶାଢ଼ି ପିନ୍ଧି ଘୋଡା ଚଢ଼ିବା ଠାରୁ ଆରମ୍ଭ କରି ବୁଲେଟ,ବସ ଓ ଟ୍ରକ ଚଳାଇ ଇଂଟରନେଟ ସେନସେସନ ପାଲଟିଥିଲେ ମୋନାଲିସା ଭଦ୍ର । ଖାଲି ସେତିକି ନୁହେଁ ମାଙ୍କଡ଼ଙ୍କୁ ଖାଇବାକୁ ଦେବା, ସେମାନଙ୍କ ଯତ୍ନ ନେବା ଭଳି ଅନେକ…

ନୋଏଡା: ୟୁଟ୍ୟୁବର ଦୀପକ ନାଗରଙ୍କୁ ହତ୍ୟା, ମଦ ପାର୍ଟିକୁ ଡକାଇ ନିର୍ଧୁମ୍‌ ପିଟିଥିଲେ ସାଙ୍ଗ

ଗ୍ରେଟର ନୋଏଡାରେ ଜଣେ ୟୁଟ୍ୟୁବରଙ୍କୁ ତାଙ୍କ ସାଙ୍ଗମାନେ ପିଟି ପିଟି ମାରି ଦେଇଛନ୍ତି । ୟୁଟ୍ୟୁବରଙ୍କୁ ଘରୁ ଡକାଇ ସାଙ୍ଗମାନେ ପ୍ରଥମେ ମଦ ପାର୍ଟି କରିଥିଲେ ଏବଂ ଏହାପରେ ନିର୍ଧୁମ୍‌ ପିଟି ତାଙ୍କୁ ଦରମରା କରି ପକାଇଥିଲେ । ଘରେ ପହଞ୍ଚିବା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ…

ବିବାହର ଦୁଇ ଦିନ ପରେ ସ୍ତ୍ରୀକୁ ମାଡ଼ ମାରିଲେ ଲୋକପ୍ରିୟ ୟୁଟ୍ୟୁବର ବିବେକ ବିନ୍ଦ୍ରା, ଆଉ ତା ପରେ ଯାହା ହେଲା…

ଘରୋଇ ହିଂସାକାଣ୍ଡର ଶିକାର କେବଳ ସାଧାରଣ ଲୋକ ହୁଅନ୍ତି ତାହା ନୁହେଁ । ଏପରି କିଛି ବଡ଼ ବଡ଼ ଲୋକ ଅଛନ୍ତି ଯେଉଁମାନେ ଘରୋଇ ହିଂସାକାଣ୍ଡର ଶିକାର ହୁଅନ୍ତି । କିଛି ମହିଳା ଏଭଳି ଥାନ୍ତି ଯେଉଁମାନେ ଘରୋଇ ଅତ୍ୟାଚାର କୁ ମୁଣ୍ଡ ନୁଆଇଁ ସହି ଯାଆନ୍ତି । କିନ୍ତୁ କିଛି ମହିଳା ଏପରି ଅଛନ୍ତି…

ଲୋକପ୍ରିୟ ୟୁଟ୍ୟୁବର ଓ ବଡି ବିଲଡର ଷ୍ଟାର ଜୋ ଲିଣ୍ଡନରଙ୍କ ପରଲୋକ, ରଶ୍ମିକା ସହିତ ସାଉଥ ଫିଲ୍ମରେ କରିଛନ୍ତି କାମ

ଜର୍ମାନୀର ଲୋକପ୍ରିୟ ୟୁଟ୍ୟୁବର ଓ ବଡି ବିଲଡର ଷ୍ଟାର ଜୋ ଲିଣ୍ଡନରଙ୍କ ପରଲୋକ ହୋଇଛି । ମାତ୍ର ୩୦ ବର୍ଷ ବୟସରେ ଲିଣ୍ଡନର ପରଲୋକ ହୋଇଛି । ଲିଣ୍ଡନରଙ୍କ ମୃତ୍ୟୁ ଖବର ତାଙ୍କର ବନ୍ଧୁ ଓ ଗାର୍ଲଫ୍ରେଣ୍ଡ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଲିଣ୍ଡନରଙ୍କ ମୃତ୍ୟୁ ପରେ ତାଙ୍କର ବନ୍ଧୁ,…

ରାଜପଥ ଅବରୋଧ କରି ନିଜର ଜନ୍ମଦିନ ପାଳୁଥିଲେ ୟୁଟ୍ୟୁବର୍ ପ୍ରିନ୍ସ; ଭିଡିଓ ଭାଇରାଲ ପରେ ପୋଲିସ କଲା ଗିରଫ

ଏକ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଗୁରୁବାର ୟୁଟ୍ୟୁବର୍ ପ୍ରିନ୍ସଙ୍କୁ ଗିରଫ କରିଛି। ଏହି ଭାଇରାଲ ଭିଡିଓରେ ୟୁଟ୍ୟୁବର ଏବଂ ତାଙ୍କ ସାଙ୍ଗମାନେ ଏକ କାରର ସନ୍‌ରୁଫରୁ ବାହାରେ ଛିଡ଼ା ହୋଇ ହଙ୍ଗାମା କରୁଥିବା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ରାସ୍ତାରେ ଟ୍ରାଫିକ ଜାମ୍‌ ମଧ୍ୟ…

ସ୍ୱପ୍ନା ଗିଲଙ୍କୁ ମିଳିଲା ଜାମିନ, ଜେଲରୁ ଫେରି ପୃଥ୍ଵୀ ଶ’ଙ୍କ ଉପରେ କଲେ କେସ୍‌

ଟିମ୍‌ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶ’ଙ୍କ ୟୁଟ୍ୟୁବର ସ୍ୱପ୍ନା ଗିଲ୍‌ ଆକ୍ରମଣ କରି ଗିରଫ ହୋଇଥିଲେ । ଏବେ ତାଙ୍କୁ ଜାମିନ ମିଳିଯାଇଛି । ତେବେ ଜାମିନ ମିଳିବା ପରେ ସ୍ୱପ୍ନା ପୃଥ୍ଵୀ ଏବଂ ତାଙ୍କ ସାଙ୍ଗ ଆଶିଷ ଯାଦବଙ୍କ ବିରୋଧରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।…

ପାକିସ୍ତାନୀ ୟୁ ଟ୍ୟୁବର ଅଜଲାନ୍‌ ଶାହାଙ୍କ ଅଜବ ଅନ୍ଦାଜ୍: ବିବାହରେ ପତ୍ନୀଙ୍କୁ ଉପହାର ଦେଲେ ଗଧ ଛୁଆ

ପାକିସ୍ତାନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପାକିସ୍ତାନର ଜଣେ ଲୋକପ୍ରିୟ ୟୁ ଟ୍ୟୁବରଙ୍କ ସହିତ ଜଡ଼ିତ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁ ଟ୍ୟୁବର ଅଜଲାନ୍‌ ଶାହା ତାଙ୍କ ବିବାହରେ ପତ୍ନୀଙ୍କୁ ଗଧ ଛୁଆ ଉପହାର ଦେଇଛନ୍ତି। ଏବେ ଏହା ସୋସିଆଲ…

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହେଲେ ୟୁଟ୍ୟୁବର ନାମ୍ରା କାଦିର, ୮୦ ଲକ୍ଷ ଲୁଟିଥିବା ଅଭିଯୋଗ

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହୋଇଛନ୍ତି ଜଣାଶୁଣା ୟୁଟ୍ୟୁବର ନାମ୍ରା କାଦିର । ଜଣେ ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନାମ୍ରାଙ୍କର ୮ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ନାମ୍ରା…

ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ମିଳିଲା ଜାମିନ, ମେଟ୍ରୋ ଷ୍ଟେସନରେ ଜନ୍ମଦିନ ପାଳି ହୋଇଥିଲେ ଗିରଫ

ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ମେଟ୍ରୋ ଷ୍ଟେସନରେ ଜନ୍ମଦିନ ପାଳିବା ମହଙ୍ଗା ପଡ଼ିଛି । ନୋଏଡ଼ା ସେକ୍ଟର ୫୧ମେଟ୍ରୋ ଷ୍ଟେସନରେ ସେ ନିଜର ଜନ୍ମଦିନ ମନାଉଥିଲେ । ଏହି ସମୟରେ ମେଟ୍ରୋ ନିକଟରେ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଭିଡ଼ ଜମି ଯାଇଥିଲା । ଯେଉଁଥିପାଇଁ ମେଟ୍ରୋ କର୍ମଚାରୀ ଏବଂ…

ପୁଣି ଚର୍ଚ୍ଚାରେ ମୋନାଲିସା: ନିଜସ୍ୱ ଉଦ୍ୟମରେ ୟୁଟ୍ୟୁବରୁ ମିଳୁଥିବା ଅର୍ଥରୁ କଲେ ପଶୁ ଡାକ୍ତରଖାନା 

ଯାଜପୁର ଟାଉନ(କେନ୍ୟୁଜ୍): ପୁଣି ଚର୍ଚ୍ଚାରେ ୟୁ ଟ୍ୟୁବର ମୋନାଲିସା। ଦିନେ ଶାଢ଼ି ପିନ୍ଧି ଘୋଡା ଚଢ଼ିବା ଠାରୁ ଆରମ୍ଭ କରି ବୁଲେଟ,ବସ ଓ ଟ୍ରକ ଚଳାଇ ଇଂଟରନେଟ ସେନସେସନ ପାଲଟିଥିବା ମୋନାଲିସା ଭଦ୍ର ଏବେ  ନିଜସ୍ୱ ଉଦ୍ୟମରେ ଆରମ୍ଭ କରିବାକୁ ଯାଉଛନ୍ତି ଏକ ପଶୁ ଡାକ୍ତରଖାନା । ବିଭିନ୍ନ ସମୟରେ…

ଏକାଥରକେ ୧୦୦ଟି ଚିକେନ ମୋମୋ ଖାଇବା ଚ୍ୟାଲେଞ୍ଜ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବେଳେବେଳେ ଲୋକେ ଏମିତି କିଛି କାମ କରନ୍ତି ଯାହାକୁ ଦେଖିଲେ ଲାଗେ ଏହା କିପରି ସମ୍ଭବ? କିନ୍ତୁ କିଛି ଅଜବ ଚ୍ୟାଲେଞ୍ଜ ନେଇ ତାକୁ ସତ କରି ଦେଖାଇଛନ୍ତି ଏମିତି ଜଣେ ୟଙ୍ଗ୍‌ ଗର୍ଲ । ଏହା ସାଙ୍ଗରେ ଖାଇବାକୁ ଚେଷ୍ଟା କରିଥିଲେ ୧୦୦ ଟି ମୋମୋ, ତାହା ପୁଣି ଚିକେନ ମୋମୋ । ବର୍ତ୍ତମାନ ଫୁଡ…