Browsing Tag

Yusuf pathan

ସଚିନ୍‌ ତେନ୍ଦୁଲକରଙ୍କ ପରେ ୟୁସୁଫ୍‌ ପଠାନ୍‌ କୋଭିଡ୍‌ ପଜିଟିଭ୍, ଟ୍ଵିଟ୍‌ କରି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ):   ସଚିନ୍‌ ତେନ୍ଦୁଲକରଙ୍କ ପରେ ୟୁସୁଫ୍‌ ପଠାନ୍‌ କୋଭିଡ୍‌ ପଜିଟିଭ୍‌ । ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଟ୍ଵିଟ୍‌ କରି ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିଲା । ଏହା ପରେ ସେ…

କ୍ରିକେଟ୍‌ରୁ ଅବସର ନେଲେ ଅଲ୍‌ରାଉଣ୍ଡର ୟୁସୁଫ୍ ପଠାନ୍, ପୂରା ଭାରତକୁ ଟ୍ଵିଟ୍ କରି ଜଣାଇଲେ ଧନ୍ୟବାଦ

କେନ୍ୟୁଜ୍(ବ୍ୟୁରୋ):  କ୍ରିକେଟ୍‌ରୁ ଅବସର ନେଲେ ଅଲ୍‌ରାଉଣ୍ଡର ୟୁସୁଫ୍ ପଠାନ୍ । କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ପରିବାର, ବନ୍ଧୁ, ପ୍ରଶଂସକ, ଟିମ୍‌, କୋଚ୍ ଓ ପୂରା ଭାରତକୁ ଟ୍ଵିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଭାରତ ପାଇଁ ସେ ୫୭ଟି ଦିନିକିଆ ଓ ୨୨ଟି…