Browsing Tag

yuvraj singh

ଯୁବରାଜଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁତ୍ରକୁ ଜନ୍ମ ଦେଲେ ପତ୍ନୀ ହେଜେଲ

ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍‌ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି ଆସିଛନ୍ତି। ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ଯୁବରାଜ । ଯୁବରାଜ…

ମହାକାଶକୁ ଗଲା କ୍ରିକେଟର ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟ୍‌, ସ୍ପେସ୍‌ରୁ ଦେଖନ୍ତୁ ଭିଡିଓ…

ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟ୍ ପ୍ରଥମ ଥର ପାଇଁ ମହାକାଶକୁ ପଠାଯାଇଛି। ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି । ଗତ ୨୦୦୩ ମସିହାରେ ଯୁବରାଜ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ଶତକ ଅର୍ଜନ କରିଥିବାରୁ ଉକ୍ତ ମ୍ୟାଚରେ ବ୍ୟବହାର କରିଥିବା…

୪୦ ବର୍ଷରେ ପାଦ ଦେଲେ ଯୁବରାଜ, ଆଜି ମଧ୍ୟ ଅତୁଟ ରହିଛି ’ ଦ ରିଅଲ ଫାଇଟର’ଙ୍କ ବିଶ୍ୱ ରେକର୍ଡ

ଭାରତୀୟ କ୍ରିକେଟ ଟିମ୍‌ର ମ୍ୟାଚ ଓ୍ଵିନର ଯୁବରାଜ ସିଂ । ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଦୁନିଆର ସବୁଠାରୁ ଶ୍ରେଷ୍ଠ ଅଲରାଉଣ୍ଡର ରହିଥିବା ଯୁବରାଜଙ୍କ ଜନ୍ମ ଚଣ୍ଡୀଗଡରେ ୧୨ ଡିସେମ୍ବର ୧୯୮୧ରେ ହୋଇଥିଲା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଯୁବରାଜଙ୍କ ନାମରେ…

ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ମିଳିଲା ଜାମିନ; ଜାତିଆଣ ମନ୍ତବ୍ୟ ଅଭିଯୋଗରେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ : ଜାତିଆଣ ମନ୍ତବ୍ୟ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ବେଲ୍‌ । ଗତକାଲି ଯୁବରାଜଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା । ୩ ଘଣ୍ଟା ଧରି ହାଂସୀ ପୋଲିସ ଷ୍ଟେସନରେ ତାଙ୍କୁ ପଚରାଉଚରା କରାଯାଇଥିଲା । ପରେ ଜାମିନ୍‌ରେ ମୁକୁଳିଛନ୍ତି ଯୁବରାଜ ।…

ଯୁବରାଜ ସିଂ କଲେ ବଡ଼ ଖୁଲାସା! କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ କ୍ୟାପଟେନ

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂ ବହୁ ଦିନର ବ୍ୟବଧାନ ପରେ ଟିମ୍ ଇଣ୍ଡିଆକୁ ନେଇ ମୁହଁ ଖୋଲିଛନ୍ତି । ସଦାବେଳେ ଟିମ ଇଣ୍ଡିଆର ଆଗାମୀ କ୍ୟାପଟେନ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରୁହେ । ଏହାକୁ ନେଇ ଯୁବରାଜ ସିଂ ଆଗାମୀ କ୍ୟାପଟେନ କିଏ ହେବେ ତାଙ୍କୁ ନେଇ ଆକଳନ କରିଛନ୍ତି । ସେ…

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ଏବେ ଏହି ଟିମ୍‌ରେ ନଜର ଆସିବେ ଯୁବରାଜ ଓ ଗେଲ୍‌

ଏକାଠି ଖେଳିବେ ଯୁବରାଜ ସିଂହ ଓ କ୍ରିସ୍‌ ଗେଲ୍‌। କ୍ରିକେଟ୍‌ ପ୍ରେମୀମାନେ ଉଭୟଙ୍କୁ ଗୋଟିଏ ଟିମ୍‌ରେ ଖେଳୁଥିବାର ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ। ମେଲବର୍ଣ୍ଣର ଏକ କ୍ରିକେଟ୍‌ କ୍ଲବ୍‌ ଦାବି କରି କହିଛି ଯେ ସେ ଗ୍ରୀଷ୍ମଦିନେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ରେ ଉଭୟ ଯୁବରାଜ ଓ କ୍ରିସ୍‌…

କୋଭିଡ ଯୁଦ୍ଧରେ ସହାୟତାର ହାତ ବଢାଇଲେ ଯୁବରାଜ, ଦେଶର ଅନେକ ହସପିଟାଲକୁ ଯୋଗାଇବେ ହଜାରେ ବେଡ୍

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଫାଉଣ୍ଡେସନ YouWeCan ଏକ ବଡ ଘୋଷଣା କରିଛି। ଭାରତରେ କୋଭିଡ-୧୯ ରୋଗୀଙ୍କ ଦେଖାଶୁଣା କରିବା ପାଇଁ ବିଭିନ୍ନ ହସପିଟାଲରେ ୧ ହଜାର ବେଡ ଲଗାଇବା ପାଇଁ ଘୋଷଣା କରିଛନ୍ତି। ଏହାକୁ ନେଇ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ୱାନ ଡିଜିଟାଲ…

ଲମ୍ବା କେଶ ସହିତ ନୂଆ ଲୁକ୍ ସେୟାର କଲେ ଯୁବରାଜ, ପୂର୍ବତନ ପ୍ରେମିକା ଦେଲେ ଏମିତି କମେଣ୍ଟ

ଟିମ୍ ଇଣ୍ଡିଆର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ଏବେ ନୂଆ ଲୁକକୁ ନେଇ ଚର୍ଚ୍ଚାରେ। ୟୁବି ଏବେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ସମସ୍ତେ କମେଣ୍ଟ କରିବାରେ ଲାଗିଛନ୍ତି। ଆଉ ଏଥିରୁ ବାଦ ପଡିନାହାନ୍ତି ୟୁବିଙ୍କ ପୂର୍ବତନ ପ୍ରେମିକା ତଥା ବଲିଉଡ…

ପିତା ହେବାକୁ ଯାଉଛନ୍ତି ଯୁବରାଜ ସିଂହ ! ସେୟାର କଲେ ଭିଡିଓ

ପିତା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଏହି ଖବର ଏବେ ସୋସିଆଲ୍‌ ମିଡିଆରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଯେମିତିକି ଆପଣ ଜାଣିଛନ୍ତି ବିରାଟ କୋହଲି ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ନିକଟରେ ବାପା ହୋଇଛନ୍ତି। ଆଉ ଏବେ ଯୁବରାଜ ସିଂହଙ୍କ…

ବଢ଼ିଲା ଯୁବରାଜ ସିଂହଙ୍କ ସମସ୍ୟା, ୟୁଜବେନ୍ଦ୍ର ଚହଲଙ୍କ ବିଷୟରେ ଦେଇଥିଲେ ଅଭଦ୍ର ଟିପ୍ପଣୀ; ଜାଣନ୍ତୁ ପୂରା ମାମଲା

ଟିମ୍‌ ଇଣ୍ଡିଆର ପୂର୍ବ କ୍ୟାପ୍‌ଟେନ୍‌ ଯୁବରାଜ ସିଂହଙ୍କ ଟେନ୍ସନ୍‌ କମିବାର ନାଁ ଧରୁନି। ପ୍ରଥମେ ବିସିସିଆଇ ତାଙ୍କୁ ସେୟଦ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ୨୦୨୧ରେ ଖେଳିବାକୁ ଅନୁମତି ଦେଇନଥିବା ବେଳେ ଏବେ ତାଙ୍କ ଉପରକୁ ଆଉ ଏକ ବିପଦ ମାଡ଼ି ଆସିଛି। ରିପୋର୍ଟ ମୁତାବକ, ଗତବର୍ଷ ଯୁବରାଜ ସିଂହ…

ପୁଣି ମଇଦାନକୁ ଓହ୍ଲାଇବେ ଯୁବରାଜ, ପଞ୍ଜାବ ପାଇଁ ଟି-୨୦ ଟୁର୍ନାମେଣ୍ଟରେ ଦେଖାଇବେ ଦମ୍

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ପୁଣି ଥରେ କ୍ରିକେଟ୍ ମଇଦାନରେ ନଜର ଆସିପାରନ୍ତି । କୋଭିଡ୍-୧୯ ମହାମାରୀ କାରଣରୁ କ୍ରିକେଟର ବିଭିନ୍ନ ସ୍ତରରେ ଲାଗିଥିବା ବ୍ରେକ୍ ପରେ ଭାରତରେ ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ବେଣ୍ଟି କ୍ରିକେଟ ସହିତ ଡୋମେଷ୍ଟିକ୍ କ୍ରିକେଟ ଆରମ୍ଭ ହେବାକୁ…

ବାପାର ବିବାଦ ପୁଅର ମନସ୍ତାପ : ଜନ୍ମଦିନରେ ବି ଖୁସି ନାହାନ୍ତି ଯୁବରାଜ ସିଂ, କହିଲେ ବାପାଙ୍କ ମନ୍ତବ୍ଯକୁ ନେଇ ମୁଁ…

ଇଣ୍ଡିଆନ ଟିମ୍ ର ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜ ସିଂ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ନିଜ ଜନ୍ମଦିନରେ ଯୁବରାଗ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି। ଯାହା ଏବେ ଚର୍ଚ୍ଚାରେ। ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପିତା ଯୋଗରାଜ ସିଂଙ୍କ ବିବାଦୀତ ବୟାନ ପାଇଁ…