ପତ୍ନୀ ଧନଶ୍ରୀଙ୍କ ଠାରୁ ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର, ବହୁତ ଦିନ ଧରି ସୋସିଆଲ ମିଡିଆରେ ହେଉଥିଲା ଗୁଜବ
ଭାରତୀୟ କ୍ରିକେଟର ହେଉଛନ୍ତି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ହୋଇଯାଇଛି । ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ ଜଣେ ଓକିଲ କହିଛନ୍ତି ଯେ ଗତକାଲି ଅର୍ଥାତ ବାନ୍ଦ୍ରା…