ଅନଲାଇନ୍ ଖାଦ୍ୟ ଅର୍ଡର କରୁଛନ୍ତି ? ସାବଧାନ୍ . . ଦେଖନ୍ତୁ କଣ କଲେ ଜମାଟୋ ଡେଲିଭରୀ ବଏ
ଭୁବନେଶ୍ୱର (କେ ନ୍ୟୁଜ୍) : ଭାଇରାଲ ହେଲା ଜମାଟୋ ଡେଲିଭରୀ ବଏଙ୍କ କାରନାମା । ତାମିଲନାଡୁର ମଦୁରାଇରେ ଜଣେ ଡେଲିଭରୀ ବଏ ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯିବା ପୂର୍ବରୁ ଗୋଟିଏ ନିରୋଳା ଜାଗାରେ ବସି ଖାଦ୍ୟରୁ କିଛି ଖାଇବା ପରେ ପୁଣି ତାକୁ ସିଳଖ କରୁଥିବାର ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି…