ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍, ଓଡ଼ିଶା କୁଇନ୍ ୨୦୧୯ କାର୍ଯ୍ୟକ୍ରମରେ ଜଜ୍ ଭାବେ ଦେବେ ଯୋଗ
ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ । ଓଡ଼ିଶା କୁଇନ୍ ୨୦୧୯ କାର୍ଯ୍ୟକ୍ରମରେ ଜଜ୍ ଭାବେ ଯୋଗଦେବା ପାଇଁ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ଜରିନ୍ ଖାନ୍ କରିଛନ୍ତି, ଏହା…