Browsing Tag

zee tv

ଶ୍ରମିକ ଭାବେ କାମ କରୁଥିବା ବର୍ଷା ଜିତିଲେ DID Super Moms ଟାଇଟଲ, ଟ୍ରଫି ସହିତ ଜିତିଲେ ୫ ଲକ୍ଷ ଟଙ୍କା

ଜି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍ସ’ ସିଜିନ ୩ର ବିଜେତା ହୋଇଛନ୍ତି ବର୍ଷା ବୁମରା। ବର୍ଷା ଶୋର ଜିତିବା ପରେ ଟ୍ରଫି ସହିତ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପାଇଥିଲେ। ଏହାଛଡା ଶୋ’ର ପ୍ରଯୋଜକଙ୍କ ପକ୍ଷରୁ ବର୍ଷାଙ୍କୁ ଅଲଗା…

ଆଉ ଥରେ ପରଦାକୁ ଆସିବ ”ପବିତ୍ର ରିସ୍ତା” ଜାଣନ୍ତୁ ମାନବଙ୍କ ଭୂମିକାରେ କିଏ ଆସିବେ ନଜର

ଏକତା କପୁରଙ୍କ ଲୋକପ୍ରିୟ ଟିଭି ସିରିଏଲ “ପବିତ୍ର ରିସ୍ତା’ ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା । ଏହି ସିରିଏଲଟି ବନ୍ଦ ହେବାର ୮ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜିବି ଦର୍ଶକ ମାନେ ଅର୍ଚ୍ଚନା ଓ ମାନବ ଙ୍କ ଯୋଡିକୁ ଭୁଲି ପାରି ନାହାଁନ୍ତି । କିନ୍ତୁ ଏହାରି…