Browsing Tag

zero record

ଦିନିକିଆରେ ସୂର୍ଯ୍ୟଙ୍କ ଚମକ ଫିକା, ଫ୍ୟାନ୍‌ କହିଲେ ଇଏ କେବଳ ଟି-୨୦ ପାଇଁ ଫିଟ୍‌

ଦିନେ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଚମକାଇ ଦେଇଥିବା ସୂର୍ଯ୍ୟ କୁମାର ଯାଦବ ଏବେ ସମସ୍ତଙ୍କ ଆଖିର କଣ୍ଟା ହୋଇଛନ୍ତି । ଯେମିତି ଫିକା ପଡ଼ି ଯାଇଛି ସୂର୍ଯ୍ୟଙ୍କ ଚମକ । । ଦିନିକିଆ ଆନ୍ତର୍ଜାତିକରେ ଏକଦମ ଫ୍ଲପ୍‌ ସୋ ତାଙ୍କର । ଅଷ୍ଟ୍ରେଲିଆ ବିପକ୍ଷ ଓ୍ଵାନ୍‌ ଡେ'ରେ ଖାତା ଖୋଲି ପାରିଲେ ନାହିଁ ।…