ଦୁନିଆରୁ ବିଦାୟ ନେଲେ ଜିମ୍ବାୱେ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ, ଖବର ନିଶ୍ଚିତ କଲେ ପତ୍ନୀ
ଆଉ ନାହାନ୍ତି ଜିମ୍ବାୱେ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍। ମାତ୍ର ୪୯ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଛନ୍ତି। ତାଙ୍କ ପରିବାର ପକ୍ଷରୁ ଏହି ଖବର ନିଶ୍ଚିତ କରାଯାଇଛି। ‘ଫ୍ରି ଫେସ୍ ଜର୍ନାଲ୍’ ମୁତାବକ, ଜିମ୍ବାୱେର ଏହି ମହାନ୍ କ୍ରିକେଟରଙ୍କ ପତ୍ନୀ…