୩୦ ଡିସେମ୍ବରରୁ ଖୋଲୁଛି ଏହି ସବୁ ରାଶିର ଭାଗ୍ୟ, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ୍
ଦେବଗୁରୁ ବୃହସ୍ପତି ରାଶିରେ ଶୁକ୍ରଙ୍କର ଗୋଚର ହେବାକୁ ଯାଉଛି। ଶୁକ୍ରଙ୍କର ଏହି ଗୋଚର ଧନୁ ରାଶିରେ ୩୦ ଡିସେମ୍ବରରେ ହେବାକୁ ଯାଉଛି। ଶୁକ୍ର ଦେବ ଏହି ରାଶିରେ ୨୭ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ରହିବାକୁ ଯାଉଛନ୍ତି। ଜ୍ୟୋତିଷରେ ଶୁକ୍ର ଗ୍ରହକୁ ଧନ-ସମ୍ପତ୍ତି,ସୁଖ, ଏସ୍ୱର୍ଯ୍ୟ, ପ୍ରେମ ଏବଂ…