Browsing Tag

zolgensma injection

୧୭ କୋଟିର ଇଞ୍ଜେକସନ୍‌ ଆମେରିକାରୁ ଆସି ପହଞ୍ଚିଲା ଜୟପୁରରେ, ହୃଦୟକୁ ଦେବ ନୂଆ ଜୀବନ

ଇଞ୍ଜେକସନ୍‌ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସିଥାଏ । କେହି ଇଞ୍ଜେକ୍‌ସନ୍‌ ନେବାକୁ ଚାହିଁ ନଥାନ୍ତି । କିନ୍ତୁ ଏହି ଇଞ୍ଜେକ୍‌ସନ୍‌ ନେବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ହୋଇଥାଏ । ତେବେ ଏହି ଇଞ୍ଜେକ୍‌ସନ୍‌ର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଦୁନିଆର ସବୁଠାରୁ ଦାମୀ ଇଞ୍ଜେକ୍‌ସନ୍‌ ।…

୧୬ କୋଟିର ଇଞ୍ଜେକ୍ସନ, କୋଟି କୋଟି ଲୋକଙ୍କ ଆଶୀର୍ବାଦ…. ତଥାପି ଥମିଗଲା ୧୧ ମାସର କୁନିର ଝିଅ ବେଦିକାର ଜୀବନ

୧୬ କୋଟିର ଇଞ୍ଜେକ୍ସନ, କୋଟି କୋଟି ଲୋକଙ୍କ ଆଶୀର୍ବାଦ …. କିଛି ବି କାମ ଦେଲାନି। ଶେଷରେ ଚାଲିଗଲା ବେଦିକା। ସ୍ପାଇନାଲ ମସ୍କୁଲର ଏଟ୍ରୋଫି(SMA ଟାଇପ ଇ-୧) ରୋଗରେ ଚାଲିଗଲା ୧୧ ମାସର କୁନି ଝିଅ ବେଦିକାର ଜୀବନ। ଦେଢ ମାସ ପୂର୍ବରୁ ବେଦିକାର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଇଂଜେକ୍ସନ…