ଗ୍ଵାଲିୟର ଚିଡ଼ିଆଖାନାରେ ବଢ଼ିଲା ବାଘ ସଂଖ୍ୟା, ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ‘ଦୁର୍ଗା’
ମଧ୍ୟପ୍ରଦେଶର ଗ୍ଵାଲିୟର ଚିଡ଼ିଆଖାନାରୁ ଆସିଲା ଗୁଡ୍ ନ୍ୟୁଜ୍ । ଏଠାରେ ଏକ ବାଘୁଣୀ ୩ ଶାବକ ଜନ୍ମ ଦେଇଛି । ସେଥିରୁ ଗୋଟିଏ ଶାବକ ଧଳା ରଙ୍ଗର ରହିଛି । ଶାବକଟି ବହୁତ ଆକର୍ଷଣୀୟ ଦେଖାଯାଉଛି । ସେପଟେ ଏବେ ୩ ଶାବକଙ୍କ ଜନ୍ମ ପରେ ବାଘ ସଂଖ୍ୟା ବଢ଼ିଯାଇଛି । ମା’ ବାଘୁଣୀ ଓ ଶାବକଙ୍କୁ ଅଲଗା…