Browsing Tag

zoo in Missouri

ଆଶ୍ଚର୍ଯ୍ୟ ! ୧୫ ବର୍ଷ ଯାଏ ଆସିନି କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶରେ, ତଥାପି ଅଣ୍ଡା ଦେଲା ୬୨ ବର୍ଷର ମାଈ ଅଜଗର

ମିସୌରୀର ଏକ ଚିଡିଆଖାନାରେ ବଲ ପାଇଥାନ ଏକାଧିକ ଅଣ୍ଡା ଦେଇଛି, ଯାହାକୁ ଦେଖି ଜୁ କିପର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ମୁତାବକ, ସେଣ୍ଟ ଲୁଇସ ଚିଡିଆଖାନାରେ ୬୨ ବର୍ଷର ଏକ ମାଈ ଅଜଗର ଦୀର୍ଘ ୧୫ ବର୍ଷ ହେବ କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶରେ ଆସିନାହିଁ ଏହାସତ୍ତ୍ୱେ ମାଈ ଅଜଗରଟି ଅଣ୍ଡା…